Loading...

ଏପଟେ ଲଘୁଚାପ, ସେପଟେ ଡିପ୍‌ ଡିପ୍ରେସନ୍‌

ଏପଟେ ଲଘୁଚାପ, ସେପଟେ ଡିପ୍‌ ଡିପ୍ରେସନ୍‌

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ । ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ପୂର୍ବ ଭାରତୀୟ ମହାସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ । ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ପୂର୍ବ ଭାରତୀୟ ମହାସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଲଘୁଚାପ ଏହା ଧୀରେ ଧୀରେ ପଶ୍ଚିମ ଦିଗରେ ଗତି କରିବ । ଆସନ୍ତା ୧୨ ଘଣ୍ଟାରେ ଏହା ଅଧିକ ଘନୀଭୂତ ହୋଇ େଓ୍ଵଲ୍‌ ମାର୍କଡ ଲୋ ପ୍ରେସରରେ ପରିଣତ ହେବ । ତେବେ ଏହାର ପ୍ରଭାବ ଓ ତୀବ୍ରତା ନେଇ ସୂଚନା ମିଳି ନାହିଁ ।

 

ସେପଟେ ପୂର୍ବ କେନ୍ଦ୍ରୀୟ ଆରବ ସାଗରରେ ସକ୍ରିୟ ରହିଛି ଡିପ୍‌ ଡିପ୍ରେସନ୍‌ । ଗଭୀର ଅବପାତ ଏବେ ଲାକ୍ଷାଦ୍ୱୀପରୁ ୫୮୦ କିଲୋମିଟର ପଶ୍ଚିମ-ଉତ୍ତର ପଶ୍ଚିମ ଓ ଗୋଆର ପାଣାଜିରୁ ୬୩୦ କିଲୋମିଟର ପଶ୍ଚିମ-ଦକ୍ଷିଣ ପଶ୍ଚିମ ଦିଗରେ କେନ୍ଦ୍ରୀଭୂତ ରହିଛି । ଡିପ୍‌ ଡିପ୍ରେସନ୍‌ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ଭାରତ ଉପକୂଳରୁ ଦୂରେଇ ଯିବା ସହ ଦୁର୍ବଳ ପଡ଼ିବ ।


 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.