ବିଜୟ ହାସଲ ପାଇଁ ରୁଷ ୟୁକ୍ରେନରେ ଜୈବିକ ଅସ୍ତ୍ର ପ୍ରୟୋଗ କରିପାରେ ବୋଲି ଆମେରିକା ସତର୍କ କରାଇ ଦେଇଛି। ଅନ୍ୟପଟେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ବନ୍ଦ ନେଇ ଆଲୋଚନା ସଫଳ ହୋଇ ନଥିଲେ ମଧ୍ୟ ଅଗ୍ରଗତି ଘଟିଥିବା ଋଷ ରାଷ୍ଟ୍ରପତି ସୂଚନା ଦେଇଛନ୍ତି। ଯଦି ପାଶ୍ଚାତ୍ୟ ରାଷ୍ଟ୍ରମାନେ ଋଷ ଉଠାଇଥିବା ସମସ୍ୟାକୁ ବୁଝନ୍ତେ ତେବେ ଯୁଦ୍ଧ ବନ୍ଦ ହୋଇପାରନ୍ତା ବୋଲି ସେ କହିଛନ୍ତି।
ଚର୍ଚ୍ଚାରେ ଅଭିନେତା ତଥା ନିର୍ଦ୍ଦେଶକ ରିଷଭ ସେଟ୍ଟୀଙ୍କ କାନ୍ତାରା ଚାପ୍ଟର ୱାନର ପ୍ରଥମ ଟିଜର ରିଲିଜ
ଗତ ବର୍ଷ ସାଉଥ ସିନେମାର ଅନେକ ଚଳଚ୍ଚିତ୍ର ରେକର୍ଡ କରିଥିଲା। ଏଥିମଧ୍ୟରୁ ସୁପରଷ୍ଟାର ରିଷଭ ଶେଟ୍ଟୀଙ୍କ ବ୍ଲକ୍ବ୍ଲଷ୍ଟର ଫିଲ୍ମ ‘କାନ୍ତାରା’ ମଧ୍ୟ ରହିଛି।