ଆଜିଠୁ ଜୁନ ୬ ଯାଏଁ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
Loading...
ଉଁ ଅର୍ଚ୍ଚନା ନାଗ କିଛି ଦିନ ତଳେ ମିଡିଆ ଆଗରେ ବିସ୍ଫୋରକ ବୟାନ ଦେଇ କହିଥିଲେ ଯେ ସେ ମୁହଁ ଖୋଲିଲେ ରାଜ୍ୟରେ ପରିବର୍ତ୍ତନ ଆସିବ, ସେହି ଅର୍ଚ୍ଚନା ଏବେ ନିରବ। ମୁହଁ ଖୋଲନାହାନ୍ତି ଅର୍ଚ୍ଚନା।
ଯେଉଁ ଅର୍ଚ୍ଚନା ନାଗ କିଛି ଦିନ ତଳେ ମିଡିଆ ଆଗରେ ବିସ୍ଫୋରକ ବୟାନ ଦେଇ କହିଥିଲେ ଯେ ସେ ମୁହଁ ଖୋଲିଲେ ରାଜ୍ୟରେ ପରିବର୍ତ୍ତନ ଆସିବ, ସେହି ଅର୍ଚ୍ଚନା ଏବେ ନିରବ। ମୁହଁ ଖୋଲନାହାନ୍ତି ଅର୍ଚ୍ଚନା। ଇଡିକୁ ଭକୁଆ ବନାଉଛନ୍ତି ଅର୍ଚ୍ଚନା।
ଇଡିରେ ହାଜର ପୂର୍ବରୁ ସେ ଦେଇଥିଲେ ବିସ୍ଫୋରକ ବୟାନ। ସେ କହିଥିଲେ ୩୦ ମିନିଟ ଦରକାର,ସବୁ ତଥ୍ୟ ପ୍ରମାଣ ସହ ଦେବି। ଇଡିର ତଦନ୍ତକୁ ଅପେକ୍ଷା କରିଛି, ଇଡି ଆଗରେ ପୋଲ ଖୋଲିବେ କହି ଚହଳ ପକାଇଥିଲେ ଅର୍ଚ୍ଚନା। କିନ୍ତୁ ଇଡି ତଦନ୍ତର ଆଜି ହେଉଛି ପଞ୍ଚମ ଦିନ। ଜମା ଅର୍ଚ୍ଚନା ସହଯୋଗ କରୁନାହାନ୍ତି ବୋଲି ଇଡି କହିଛି। ଅର୍ଚ୍ଚନାଙ୍କ ହଠାତ ୟୁ ଟର୍ନ ରେ ଇଡି ବିସ୍ମିତ।ଏତେ ଟଙ୍କା କେମିତି ଆଣିଲେ? କଳା ସାମ୍ରାଜ୍ୟ କେମିତି କଲେ ତାର ଉତ୍ତର ଦେଉ ନାହାନ୍ତି ଅର୍ଚ୍ଚନା। ଅକ୍ଷୟ ପରିଜା, ପ୍ରମୋଦ ସ୍ୱାଇଁ ପ୍ରମୁଖଙ୍କ ହନି ଟ୍ରାପ ନେଇ ମଧ୍ୟ ଇଡିର ପ୍ରଶ୍ନବାଣରେ ଚୁପ ରହିଛନ୍ତି ଅର୍ଚ୍ଚନା। ଇଡି ପ୍ରଶ୍ନର କିଛି ଉତ୍ତର ମିଳୁନି, ପୁଣି ଥରେ ଅର୍ଚ୍ଚନାଙ୍କୁ ରିମାଣ୍ଡରେ ଆଣିବାକୁ ଯୋଜନା କରିଛି ଇଡି। ୧୨ ତାରିଖରେ ଅର୍ଚ୍ଚନାଙ୍କ ରିମାଣ୍ଡ ସରୁଥିବା ବେଳେ, ୧୩ ତାରିଖରେ କୋର୍ଟରେ ହାଜର ହେବେ ଜଗବନ୍ଧୁ। ତେବେ ଜଗବନ୍ଧୁଙ୍କୁ ରିମାଣ୍ଡରେ ଆଣିବ ଇଡି। ଉଭୟଙ୍କୁ ଏକାଠି ପଚରାଉଚରା ପାଇଁ ମଧ୍ୟ ଇଡିର ଯୋଜନା ଚାଲିଛି।
Shakespeare, in the beautiful garden, among the party. Some of the hall: in fact she was ever to.
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
ବରଯାତ୍ରୀ ସହ ବାଜା, ରୋଷଣି ନେଇ ବର ବେଶରେ ବାହାରିବେ ମହାପ୍ରଭୁ। କେଦାରଗୌରୀ ମନ୍ଦିରରେ ମା’ ପାର୍ବତୀଙ୍କ ସହ ପ୍ରଭୁ ଲିଙ୍ଗରାଜଙ୍କ ହାତଗଣ୍ଠି ପଡ଼ିବ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ।
ପଞ୍ଚମ ଆଇପିଏଲ୍ ଟ୍ରଫିଠାରୁ ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ଆଉ ମାତ୍ର ଗୋଟିଏ ବିଜୟ ଦୂରରେ ରହିଛି। ଗୁଜରାଟ ଟାଇଟନ୍ସକୁ ୧୫ ରନ୍ରେ ପରାସ୍ତ କରି ଚେନ୍ନାଇ ସୁପର୍ କିଙ୍ଗ୍ସ ସିଧାସଳଖ ଫାଇନାଲ୍ରେ ପ୍ରବେଶ କରିଛି ଧୋନୀ ବାହିନୀ।