Loading...

ରାଜନୀତି

ଉତ୍କଳ ଦିବସରୁ ଆରମ୍ଭ ହେବ ଓଡ଼ିଶା ବିଧାନସଭା ଟିଭି ଚ୍ୟାନେଲ

ଉତ୍କଳ ଦିବସରୁ ଆରମ୍ଭ ହେବ ଓଡ଼ିଶା ବିଧାନସଭା ଟିଭି ଚ୍ୟାନେଲ

ଏପ୍ରିଲ୍ ୧ ଅର୍ଥାତ ଉତ୍କଳ ଦିବସରୁ ଆରମ୍ଭ ହେବ ଓଡ଼ିଶା ବିଧାନସଭା ଟିଭି ଚ୍ୟାନେଲ । ଏନେଇ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଏବେ ଓଡ଼ିଶା ବିଧାନସଭା ସମାଚାର ୟୁ ଟ୍ୟୁବ ଚ୍ୟାନେଲ ଅଛି । 

ରାତି ପାହିଲେ ଭୋଟ୍‌: ବୁଥ୍‌ ମୁହାଁ ପୋଲିଂ ପାର୍ଟି

ରାତି ପାହିଲେ ଭୋଟ୍‌: ବୁଥ୍‌ ମୁହାଁ ପୋଲିଂ ପାର୍ଟି

ପୌର ଭୋଟ ପାଇଁ ଚାଲିଛି ସଜବାଜ । ଆଜି ପୋଲିଙ୍ଗ୍ ବୁଥ୍ ଅଭିମୁଖେ ବାହାରିବେ ପୋଲିଙ୍ଗ ପାର୍ଟି । ପୌର ଭୋଟ ପାଇଁ ନିୟୋଜିତ ହେବେ ୨୨ ହଜାର ପୋଲିଂ କର୍ମଚାରୀ। ପ୍ରତ୍ୟେକ ପୋଲିଂ ପାର୍ଟିରେ ଜଣେ ପ୍ରିଜାଇଡିଂ ଅଫିସର ଏବଂ ୪ ଜଣ ପୋଲିଂ ଅଫିସର ରହିବେ ।

ସକାଳ ୮ଟାରୁ ସନ୍ଧ୍ୟା ୫ଟା ଯାଏ ୩ଟି ମହାନଗର ନିଗମରେ ହେବ ମତଦାନ

ସକାଳ ୮ଟାରୁ ସନ୍ଧ୍ୟା ୫ଟା ଯାଏ ୩ଟି ମହାନଗର ନିଗମରେ ହେବ ମତଦାନ

୨୪ ତାରିଖରେ ରାଜ୍ୟର ୩ଟି ମହାନଗର ନିଗମ, ୪୭ଟି ମୁନିସିପାଲଟି ଓ ୫୯ଟି NAC ରେ ମତଦାନ ହେବ । ସକାଳ ୮ଟାରୁ ସନ୍ଧ୍ୟା ୫ଟା ଯାଏ ଚାଲିବ ଭୋଟ୍‌ ଗ୍ରହଣ । ପୌର ନିର୍ବାଚନ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ ।

ଦୁଇ ଦିନ ପରେ ପୌର ନିର୍ବାଚନ

ଦୁଇ ଦିନ ପରେ ପୌର ନିର୍ବାଚନ

ଦୁଇ ଦିନ ପରେ ପୌର ପରୀକ୍ଷା। ଆସନ୍ତାକାଲି ସରିବ ପ୍ରଚାର। ଖରାକୁ ଖାତିର ନକରି ନେତା ଓ ସମର୍ଥକଙ୍କ ଗହଣରେ ଭୋଟରଙ୍କ ନିକଟରେ ପହଞ୍ଚୁଛନ୍ତି ପ୍ରାର୍ଥୀ । ସହରର ଗଳିକନ୍ଦିରେ ବୁଲୁଛି କ୍ୟାମ୍ପେନ ଗାଡ଼ି ।

ପୌର ଭୋଟ ପାଇଁ ମହାନଗର ନିଗମର ସରକାରୀ କର୍ମଚାରୀଙ୍କୁ ମିଳିବ ୩ ଦିନ ଛୁଟି

ପୌର ଭୋଟ ପାଇଁ ମହାନଗର ନିଗମର ସରକାରୀ କର୍ମଚାରୀଙ୍କୁ ମିଳିବ ୩ ଦିନ ଛୁଟି

ପୌର ଭୋଟ ପାଇଁ ଛୁଟି ଘୋଷଣା କଲେ ରାଜ୍ୟ ସରକାର । ରାଜ୍ୟର ୩ ମହାନଗର ନିଗମ କଟକ, ଭୁବନେଶ୍ୱର ଏବଂ ବ୍ରହ୍ମପୁରର ସରକାରୀ କର୍ମଚାରୀଙ୍କ ପାଇଁ ଏହି ଛୁଟି ଘୋଷଣା ହୋଇଛି ।

ବୁଲେଟ୍‌ରେ ଭୋର୍‌ ରାଜଧାନୀର ମଜା ନେଲେ କପିଲ ଶର୍ମା

ବୁଲେଟ୍‌ରେ ଭୋର୍‌ ରାଜଧାନୀର ମଜା ନେଲେ କପିଲ ଶର୍ମା

ବୁଲେଟ୍‌ରେ ଭୋର୍‌ ୫ଟାରେ ଏଜି, ରାଜଭବନ ଓ କମିସନରେଟ୍‌ ପୁଲିସ ବିଲ୍ଡିଂ ଦେଇ ଯାଉଥିବାର ଦେଖିବାକୁ ମିଳୁଛି। ଫ୍ୟାନ୍‌ମାନେ ଏହି ଭିଡିଓକୁ ବେଶ୍‌ ପସନ୍ଦ କରିବା ସହିତ ମଜାଦାର କମେଣ୍ଟ ମଧ୍ୟ ଦେଇଛନ୍ତି।

ଋଷଠାରୁ ତୈଳ ନକିଣିବାକୁ ଭାରତକୁ ପରାମର୍ଶ ଦେଲା ଆମେରିକା

ଋଷଠାରୁ ତୈଳ ନକିଣିବାକୁ ଭାରତକୁ ପରାମର୍ଶ ଦେଲା ଆମେରିକା

ଭାରତ ରିହାତି ଦରରେ ରୁଷୀୟ ତୈଳ ଖରିଦ କରିବା ଆମେରିକୀୟ କଟକଣାର ଉଲ୍ଲଂଘନ ନୁହେଁ , କିନ୍ତୁ ଏଭଳି ପଦକ୍ଷେପ ବିଶ୍ବର ବୃହତ୍ତମ ଗଣତନ୍ତ୍ରକୁ (ଭାରତ) ଇତିହାସର ଭୁଲ୍‌ ଭାବେ ଉପସ୍ଥାପନ କରିବ ବୋଲି ମଙ୍ଗଳବାର ଦିନ ଆମେରିକା କହିଛି।

ପଞ୍ଜାବ ପିସିସି ସଭାପତି ପଦରୁ ଇସ୍ତଫା ଦେଲେ  ନବଜୋତ ସିଂ ସିଦ୍ଧୁ

ପଞ୍ଜାବ ପିସିସି ସଭାପତି ପଦରୁ ଇସ୍ତଫା ଦେଲେ ନବଜୋତ ସିଂ ସିଦ୍ଧୁ

କଂଗ୍ରେସ ସଭାପତିଙ୍କ ଇଚ୍ଛା ଅନୁଯାୟୀ ମୁଁ ପଞ୍ଜାବ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଉଛି । ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଏବଂ ମଣିପୁରରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ​​କଂଗ୍ରେସର ଶୋଚନୀୟ ପରାଜୟ ହୋଇଛି ।

>