Loading...

ରାଜନୀତି

ଡିସେମ୍ବର ୨୪ରେ ସମ୍ବଲପୁର ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଡିସେମ୍ବର ୨୪ରେ ସମ୍ବଲପୁର ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଆସନ୍ତା ଡିସେମ୍ବର ୨୪ରେ ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ତଥା ବରିଷ୍ଠ ବିଜେପି ନେତା ମୋହନ ମାଝୀ ସୂଚନା ଦେଇଛନ୍ତି ।

ଧୀରଜଙ୍କଠାରୁ ୪୫୪.୫ କୋଟି ଟଙ୍କା ଜବତ ପରେ ଭାଇରାଲ ହେଉଛି ଧୀରଜ ସାହୁଙ୍କ ପୁରୁଣା ଟୁଇଟ୍

ଧୀରଜଙ୍କଠାରୁ ୪୫୪.୫ କୋଟି ଟଙ୍କା ଜବତ ପରେ ଭାଇରାଲ ହେଉଛି ଧୀରଜ ସାହୁଙ୍କ ପୁରୁଣା ଟୁଇଟ୍

୧୨ ଅଗଷ୍ଟ ୨୦୨୨ରେ ଧୀରଜ ସାହୁ ଏକ ପୋଷ୍ଟ ଟୁଇଟ କରିଥିଲେ ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଦିନେ କଳାଧନ ଉପରେ ବିସ୍ତୃତ ଭାଷଣ ଦେଉଥିବା ଲୋକ ପାଖରୁ ଏତେ ସାରା ଟଙ୍କା ବାହାରିବା ପରେ ତାଙ୍କ ଚରିତ୍ର, ରାଜନୈତିକ କ୍ଯାରିଆର ଓ ସଚୋଟତା ଉପରେ ପ୍ରଶ୍ନବାଚୀ ସୃଟି ହେବା ସ୍ଵାଭାବିକ।

ଜମ୍ମୁ ଓ କଶ୍ମୀରରୁ ସମ୍ବିଧାନର ଧାରା ୩୭୦ ଉଚ୍ଛେଦକୁ ବୈଧ ବୋଲି କହିଲେ ସୁପ୍ରିମକୋର୍ଟ

ଜମ୍ମୁ ଓ କଶ୍ମୀରରୁ ସମ୍ବିଧାନର ଧାରା ୩୭୦ ଉଚ୍ଛେଦକୁ ବୈଧ ବୋଲି କହିଲେ ସୁପ୍ରିମକୋର୍ଟ

ମୋଦି ସରକାରଙ୍କ ନିଷ୍ପତ୍ତି ଉପରେ ବୈଧ ମୋହର ମାରିଲେ ସୁପ୍ରିମକୋର୍ଟ। ଜମ୍ମୁ କାଶ୍ମୀରରୁ ୩୭୦  ଧାରା ଉଚ୍ଛେଦକୁ ବୈଧ ଘୋଷଣା କଲାପରେ ଭାରତ ରାଷ୍ଟ୍ରସଂଘରେ ମିଶିବା ବେଳେ ଜମ୍ମୁ ଓ କଶ୍ମୀର ତା’ର ସାର୍ବଭୌମତ୍ବ ବା ଅଭ୍ୟନ୍ତରୀଣ ସାର୍ବଭୌମତ୍ବ ଧରି ରଖି ନ ଥିଲା ବୋଲି ପ୍ରତିକ୍ରିୟା ଦେଇଛନ୍ତି ପ୍ରଧାନ ବିଚାର ପତି ଡି. ୱାଇ. ଚନ୍ଦ୍ରଚୂଡ଼।

ଆଜି ସୋନିଆ ଗାନ୍ଧୀଙ୍କ ୭୭ତମ ଜନ୍ମଦିବସ, ଦୀର୍ଘ ଓ ନିରାମୟ ଜୀବନ କାମନା କଲେ ପ୍ରଧାନମନ୍ତ୍ରୀ ମୋଦୀ

ଆଜି ସୋନିଆ ଗାନ୍ଧୀଙ୍କ ୭୭ତମ ଜନ୍ମଦିବସ, ଦୀର୍ଘ ଓ ନିରାମୟ ଜୀବନ କାମନା କଲେ ପ୍ରଧାନମନ୍ତ୍ରୀ ମୋଦୀ

ଆଜି ବର୍ଷୀୟାନ୍‌ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ୭୭ତମ ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କର ଦୀର୍ଘ ଓ ନିରାମୟ ଜୀବନ କାମନା କରିଛନ୍ତି।

ଫାର୍ମହାଉସ୍‌ରେ ପଡ଼ିଯିବାରୁ ଭାଙ୍ଗିଗଲା ‘କେସିଆର୍‌’ଙ୍କ ଅଣ୍ଟା

ଫାର୍ମହାଉସ୍‌ରେ ପଡ଼ିଯିବାରୁ ଭାଙ୍ଗିଗଲା ‘କେସିଆର୍‌’ଙ୍କ ଅଣ୍ଟା

ଏରାବଲ୍ଲୀସ୍ଥିତ ଫାର୍ମହାଉସ୍‌ରେ ପଡ଼ିଯିବାରୁ ଗୁରୁବାର ରାତିରେ ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ଅଣ୍ଟା ଭାଙ୍ଗିଥିବାନେଇ ସୂଚନା ମିଳିଛି। ବର୍ତ୍ତମାନ ତାଙ୍କୁ ସୋମାଜିଗୁଡ଼ାର ଯଶୋଦା ହସ୍ପିଟାଲ୍‌ସ୍‌ରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି।

୭ରେ ଶପଥ ତେଲେଙ୍ଗାନର ନୂଆ ମୁଖ୍ୟମନ୍ତ୍ରୀ ରେବାନ୍ତ ରେଡ୍ଡୀ

୭ରେ ଶପଥ ତେଲେଙ୍ଗାନର ନୂଆ ମୁଖ୍ୟମନ୍ତ୍ରୀ ରେବାନ୍ତ ରେଡ୍ଡୀ

ରେବନ୍ତ ୨୦୨୧ ଜୁଲାଇରେ ତେଲେଙ୍ଗାନା କଂଗ୍ରେସ ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଥିଲାବେଳେ ୭ରେ ତେଲେଙ୍ଗାନର ନୂଆ ମୁଖ୍ୟମନ୍ତ୍ରୀଭାବେ ଶପଥ ନେବେ ରେବାନ୍ତ ରେଡ୍ଡୀ। ବିଧାୟକ ଦଳ ବୈଠକ ପରେ ସର୍ବସମ୍ମତିକ୍ରମେ କଂଗ୍ରେସ ହାଇକମାଣ୍ଡ ଏହି ନିଷ୍ପତ୍ତି ନେଇଛନ୍ତି। ରେବାନ୍ତ ଏବେ କଂଗ୍ରେସ ଦଳରୁ ଲୋକସଭାର ସାଂସଦ ଅଛନ୍ତି।

ମେଣ୍ଟ ଦଳର ବହୁ ବରିଷ୍ଠ ନେତା ଯୋଗଦେବାକୁ ମନା କରିବାରୁ ଘୁଞ୍ଚିଲା 'ଇଣ୍ଡିଆ' ବୈଠକର ତାରିଖ

ମେଣ୍ଟ ଦଳର ବହୁ ବରିଷ୍ଠ ନେତା ଯୋଗଦେବାକୁ ମନା କରିବାରୁ ଘୁଞ୍ଚିଲା 'ଇଣ୍ଡିଆ' ବୈଠକର ତାରିଖ

ଆସନ୍ତାକାଲି ମେଣ୍ଟ ଦଳଗୁଡିକୁ ନେଇ ବସିଥାଆନ୍ତା 'ଇଣ୍ଡିଆ' ବୈଠକ। ହେଲେ କିଛି ଘଣ୍ଟା ପୂର୍ବରୁ ବୈଠକକୁ ଘୁଞ୍ଚାଇ ଦିଆଯାଇଛି। ମେଣ୍ଟ ଦଳର ବହୁ ବରିଷ୍ଠ ନେତା ଯୋଗଦେବାକୁ ମନା କରିବାରୁ ବୈଠକ ଘୁଞ୍ଚାଇ ଦିଆଯାଇଥିବା ସୂଚନା ମିଳିଛି।

ଆଜିଠାରୁ ଆରମ୍ଭ ହେଉଛି ସଂସଦର ଶୀତକାଳୀନ ଅଧିବେଶନ

ଆଜିଠାରୁ ଆରମ୍ଭ ହେଉଛି ସଂସଦର ଶୀତକାଳୀନ ଅଧିବେଶନ

ଆଜିଠାରୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେଉଛି। ଡିସେମ୍ବର ୪ରୁ ଆରମ୍ଭ ହୋଇ ଡିସେମ୍ବର ୨୨ ପର୍ଯ୍ୟନ୍ତ ଚାଲିବ। ୧୯ ଦିନ ଧରି ଚାଲିବାକୁ ଥିବା ଏହି ଅଧିବେଶନରେ ମୋଟ ୧୫ଟି କାର୍ଯ୍ୟଦିବସ ରହିବ। ୨୧ଟି ବିଲ୍ ଉପସ୍ଥାପନ କରାଯିବା ନେଇ ସ୍ଥିର କରାଯାଇଛି ।

>