Loading...

ରାଜନୀତି

ମାସକ ମଧ୍ୟରେ ଓଡିଶା ପିସିସି ପରିବର୍ତ୍ତନ

ମାସକ ମଧ୍ୟରେ ଓଡିଶା ପିସିସି ପରିବର୍ତ୍ତନ

ପିସିସି ପରିବର୍ତ୍ତନ ନେଇ କଂଗ୍ରେସ ରାଜନୀତିରେ ଉଷ୍ମତା । ମାସେ ମଧ୍ୟରେ ପିସିସି ପରିବର୍ତ୍ତନ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ଯିଏ ବି ପିସିସି ସଭାପତି ହେବେ ତାଙ୍କୁ ନେଇ କାର୍ଯ୍ୟ କରିବୁ ବୋଲି କହିଛନ୍ତି ଦଳୀୟ ନେତା ।

ଗତକାଲି ସନ୍ଧ୍ୟାରେ ପାକିସ୍ତାନର 23ତମ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ସେହଓ୍ବାଜ ସରିଫ

ଗତକାଲି ସନ୍ଧ୍ୟାରେ ପାକିସ୍ତାନର 23ତମ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ସେହଓ୍ବାଜ ସରିଫ

ନିର୍ବାଚିତ ହେବାର କିଛି ଘଣ୍ଟା ପରେ ପାକିସ୍ତାନ ମୁସଲିମ ଲିଗ୍-ନୱାଜ (PML-N) ମୁଖ୍ୟ ସେହଓ୍ବାଜ ସରିଫ କାଲି (ସୋମବାର) ସନ୍ଧ୍ୟାରେ ପାକିସ୍ତାନର 23ତମ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ।

ଆଜି ମୋଦି-ବାଇଡେନ ଆଲୋଚନା

ଆଜି ମୋଦି-ବାଇଡେନ ଆଲୋଚନା

କଥା ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଉଭୟଙ୍କ ମଧ୍ୟରେ ଭର୍ଚ୍ଚୁଆଲ ବୈଠକ ହେବା ନେଇ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ପ୍ରଧାନମନ୍ତ୍ରୀ ପଦରୁ ବିଦା ହେଲେ ଇମ୍ରାନ ଖାନ

ପ୍ରଧାନମନ୍ତ୍ରୀ ପଦରୁ ବିଦା ହେଲେ ଇମ୍ରାନ ଖାନ

ସରିଲା ପାକିସ୍ତାନ ସସପେନ୍ସ । ବିଦା ହେଲେ ଇମ୍ରାନ ଖାନ । ଅନାସ୍ଥା ଭୋଟରେ ବିଜୟୀ ହେଲେ ବିରୋଧୀ । ପରାଜୟ ହେଲା ଇମ୍ରାନଙ୍କ ସରକାର । ରାତିରେ ସଂସଦୀୟ ବୈଠକରେ ଅନାସ୍ଥା ଭୋଟ୍ ପୂର୍ବରୁ ଉଭୟ ବାଚସ୍ପତି ଓ ଉପ ବାଚସ୍ପତି ଇସ୍ତଫା ଦେଇଥିଲେ ।

ଓଡିଶାବାସୀଙ୍କ ପାଇଁ ୨୦୦ ୟୁନିଟ ଦେୟମୁକ୍ତ ବିଜୁଳି ପାଇଁ ଆନ୍ଦୋଳନ କରିବ ଆମ ଆଦମୀ ପାର୍ଟି

ଓଡିଶାବାସୀଙ୍କ ପାଇଁ ୨୦୦ ୟୁନିଟ ଦେୟମୁକ୍ତ ବିଜୁଳି ପାଇଁ ଆନ୍ଦୋଳନ କରିବ ଆମ ଆଦମୀ ପାର୍ଟି

ରାଜ୍ୟବାସୀଙ୍କୁ ମିଳୁ ୨୦୦ ୟୁନିଟ ଦେୟମୁକ୍ତ ବିଜୁଳି । ଏନେଇ ଆନ୍ଦୋଳନକୁ ଓହ୍ଲାଇବ ଆମ ଆଦମୀ ପାର୍ଟି । ଓଡିଶା ୨୦୦ ୟୁନିଟ ଦେୟମୁକ୍ତ ବିଜୁଳି ଆନ୍ଦୋଳନକୁ ରୂପରେଖ ଦେବା ପାଇଁ ଦଳ ପକ୍ଷରୁ ଶନିବାର ବସିଥିଲା ଏକ ପ୍ରସ୍ତୁତି ସଭା ।

ବିଏମ୍‌ସି ମେୟର ଭାବେ ଶପଥ ନେଲେ ନବନିର୍ବାଚିତ ସୁଲୋଚନା ଦାସ, ଡେପୁଟି ମେୟର ପ୍ରାର୍ଥୀ ହେଲେ ମଞ୍ଜୁଲତା କହଁର

ବିଏମ୍‌ସି ମେୟର ଭାବେ ଶପଥ ନେଲେ ନବନିର୍ବାଚିତ ସୁଲୋଚନା ଦାସ, ଡେପୁଟି ମେୟର ପ୍ରାର୍ଥୀ ହେଲେ ମଞ୍ଜୁଲତା କହଁର

ଶନିବାର ନବନିର୍ବାଚିତ ବିଏମ୍‌ସି ମେୟର ସୁଲୋଚନା ଦାସ ଶପଥ ଗ୍ରହଣ କରିଛନ୍ତି। ବିଏମ୍‌ସି କନ୍‌ଫରେନ୍ସ ହଲ୍‌ରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ଗୃହ ଓ ନଗର ଉନ୍ନୟନ ବିଭାଗର ପୌର ପ୍ରଶାସନ ନିର୍ଦ୍ଦେଶକ ସଂଗ୍ରାମଜିତ୍‌ ନାୟକ ତାଙ୍କୁ ଶପଥ ପାଠ କରାଇଛନ୍ତି।

ଆଜି ଇମ୍ରାନ ଖାନଙ୍କ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ

ଆଜି ଇମ୍ରାନ ଖାନଙ୍କ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ

ପାକିସ୍ତାନରେ ଇମ୍ରାନ ଖାନ ସରକାର ବଳବତ୍ତର ରହିବ ନା କ୍ଷମତାଚ୍ୟୁତ ହେବ ତାହା ଆଜି ସ୍ପଷ୍ଟ ହୋଇଯିବ । ଆଜି ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲି ବା ସଂସଦରେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ ହେବ । ଅର୍ଥାତ୍ ସଂସଦରେ ଇମ୍ରାନ ସରକାରଙ୍କୁ ବହୁମତ ସାବ୍ୟସ୍ତ କରିବାକୁ ପଡିବ ।

>