ଆଜି ପୁଣି ଇଡିରେ ହାଜର ହେବେ କବିତା
ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଆଜି ପୁଣି ଇଡିରେ ହାଜର ହେବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ କବିତା। ସପ୍ତାହକ ମଧ୍ୟରେ ଦ୍ବିତୀୟ ଥର ଇଡିରେ ହାଜର ହେବାକୁ ଯାଉଛନ୍ତି କବିତା।
Loading...
ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଆଜି ପୁଣି ଇଡିରେ ହାଜର ହେବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ କବିତା। ସପ୍ତାହକ ମଧ୍ୟରେ ଦ୍ବିତୀୟ ଥର ଇଡିରେ ହାଜର ହେବାକୁ ଯାଉଛନ୍ତି କବିତା।
ନୋବେଲ୍ ଶାନ୍ତି ପୁରସ୍କାର ରେସର ସବୁଠାରୁ ଆଗରେ ଭାରତର ପ୍ରଧାନମନ୍ତ୍ରୀ। ଏମିତି କିଛି ବୟାନ ଏବେ ସାରା ବିଶ୍ବରେ ଚର୍ଚାର ବିଷୟ ପାଲଟିଛି। ଏପରି କିଛି ବୟାନ ଦେଇଛନ୍ତି ନୋବେଲ ପୁରସ୍କାର କମିଟିର ଡେପୁଟି ଲିଡର ଆସଲେ ଦୋଜ୍ ।
ମେ ୧ ତାରିଖରୁ ଆରମ୍ଭ ହେବ ରାଜ୍ୟରେ ପଛୁଆ ବର୍ଗ ସର୍ଭେ। ଏହା ସେହି ମାସ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ।ନିର୍ଦ୍ଧାରିତ ସର୍ଭେ ସେଣ୍ଟର କିମ୍ବା ଅନଲାଇନରୁ ଯେକୌଣସି ଗୋଟିଏ ମାଧ୍ୟମରେ ଫର୍ମପୂରଣ କରିପାରିବେ ।
ଲ୍ୟାଣ୍ଡ ଫର ଜବ୍ ସ୍କାମ ଅଭିଯୋଗରେ ଆଜି ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟରେ ହାଜର ହୋଇଛନ୍ତି ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ।
ଆମେରିକାର ବ୍ୟାଙ୍କ ଶିଳ୍ପ ଅତି ଖରାପ ସମୟ ଦେଇ ଗତି କରୁଛି। ସପ୍ତାହକ ଭିତରେ ଦେଶର ଦୁଇଟି ବଡ଼ ବ୍ୟାଙ୍କ ଦେବାଳିଆ ହୋଇଯାଇଛି। ଗତ ଶୁକ୍ରବାର ସିଲିକନ ଭାଲି ବ୍ୟାଙ୍କ ବନ୍ଦ ହୋଇଥିଲା।
ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କ ନିମନ୍ତେ ଅଡୁଆ ଦିନକୁ ଦିନ ବଢ଼ିବାରେ ଲାଗିଛି। ସୋମବାର ଇସଲାମାବାଦ୍ ଜିଲା ଓ ଦୌରା ଜଜ୍ଙ୍କ ତରଫରୁ ଇମ୍ରାନଙ୍କ ବିରୋଧରେ ଜାମିନବିହୀନ ଗିରଫ ପରୱାନା ଜାରି କରାଯାଇଛି।
୧୩୬ ମନ୍ତ୍ରୀ ଓ ବିଧାୟକଙ୍କ ବୃଦ୍ଧି ପାଇଲା ଦରମା। ଦିଲ୍ଲୀର ମନ୍ତ୍ରୀ ଏବଂ ବିଧାୟକଙ୍କ ଦରମା ବୃଦ୍ଧି କଲେ ଦିଲ୍ଲୀ ସରକାର।
୨୦୨୪ ନିର୍ବାଚନ ପାଇଁସମୟ କମ୍ ।ସଜାଡ଼ି ହେଉଛି କଂଗ୍ରେସ ଘର । ଆଗାମୀ ରଣନୀତି ପ୍ରସ୍ତୁତି ପୂର୍ବରୁ ଚିରଞ୍ଜୀବଙ୍କ ବାସଭବନରେ ବିଜୟ ପହଞ୍ଚିବାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା ।