Loading...

ଓଡିଶାରେ ଥମିବାର ନାଁ ଧରୁନି କଳାକାରଙ୍କ କଳି, ରାମ ପରେ ଏବେ ଝାରସୁଗୁଡାରେ ସ୍ଵରାଜଙ୍କ ଅଭିନୀତି ପ୍ରଥା ଫିଲ୍ମକୁ ବିରୋଧ

ଓଡିଶାରେ ଥମିବାର ନାଁ ଧରୁନି କଳାକାରଙ୍କ କଳି, ରାମ ପରେ ଏବେ ଝାରସୁଗୁଡାରେ ସ୍ଵରାଜଙ୍କ ଅଭିନୀତି ପ୍ରଥା ଫିଲ୍ମକୁ ବିରୋଧ

ଗତକାଲି ଅର୍ଥାତ ଶୁକ୍ରବାର ପ୍ରଥା ଫିଲ୍ମର ଝାରସୁଗୁଡା ଶିବା ହଲରେ ପ୍ରମିୟର ଶୋ ଲଞ୍ଚ ହେବାର ଥିଲା । କିନ୍ତୁ ଫିଲ୍ମ ଚାଲିବା ପୂର୍ବରୁ କୋଶଲ ସେନା ଆସି ଲାଗିଥିବା ସମସ୍ତ ପୋଷ୍ଟର ଓ ବେନର ଚିରି ଦେଇଥିଲେ ।

ଓଲିଉଡରେ ଜାରି ରହିଥିବା ବିବାଦ ଏବେ ଫିଲ୍ମ ଗୁଡିକ ଉପରେ ପଡୁଛି । ଝାରସୁଗୁଡାରେ ଏବେ ଓଲିଉଡ ଫିଲ୍ମକୁ ବିରୋଧ ଦେଖିବାକୁ ମିଳିଛି । ସ୍ଥାନୀୟ ଶିବା ମଲ୍ଟିପ୍ଲେକ୍ସ ରେ ଲାଗିଥିବା ପ୍ରଥା ଫିଲ୍ମର ପୋଷ୍ଟର ଚିରିଲେ କୋଶଲ ସେନା ।  

ସୂଚନାନୁସାରେ ଗତକାଲି ଅର୍ଥାତ ଶୁକ୍ରବାର ପ୍ରଥା ଫିଲ୍ମର ଝାରସୁଗୁଡା ଶିବା ହଲରେ ପ୍ରମିୟର ଶୋ ଲଞ୍ଚ ହେବାର ଥିଲା । କିନ୍ତୁ ଫିଲ୍ମ ଚାଲିବା ପୂର୍ବରୁ କୋଶଲ ସେନା ଆସି ଲାଗିଥିବା ସମସ୍ତ ପୋଷ୍ଟର ଓ ବେନର ଚିରି ଦେଇଥିଲେ । ତେବେ ପୋଷ୍ଟର ବେନର ଚିରାକୁ ନିନ୍ଦା କରିଛନ୍ତି ଫିଲ୍ମର ନିର୍ମାତା ତଥା ଅଭିନେତ୍ରୀ ସାନଲିଶା ପଟେଲ । ସେ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରି ପୋଷ୍ଟର ନ ଚିରି ସମସ୍ତଙ୍କୁ ଫିଲ୍ମ ଦେଖିବାକୁ ଅନୁରୋଧ କରିଛନ୍ତି ।  

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.