Loading...

ସାଇବାବା ମନ୍ଦିରରେ ସିଆଇଏସ୍ଏଫ୍ ମୁତୟନକୁ ବିରୋଧ କରି ମଇ ୧ରୁ ମନ୍ଦିର ବନ୍ଦ

ସାଇବାବା ମନ୍ଦିରରେ ସିଆଇଏସ୍ଏଫ୍ ମୁତୟନକୁ ବିରୋଧ କରି ମଇ ୧ରୁ ମନ୍ଦିର ବନ୍ଦ

ମନ୍ଦିରରେ ସିଆଇଏସ୍ଏଫ୍ ମୁତୟନକୁ ବିରୋଧ କରି ମହାରାଷ୍ଟ୍ର ଶିରିଡି ସ୍ଥିତ ସାଇବାବା ମନ୍ଦିର ଅନିର୍ଦ୍ଦିଷ୍ଟକାଳ ପାଇଁ ବନ୍ଦ କରିବ ମନ୍ଦିର ଟ୍ରଷ୍ଟ। ଏହି ବନ୍ଦ ଡାକରା ମଇ ୧ ତାରିଖ ଠାରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଜାରି ରହିବ ବୋଲି ସୂଚନା ମିଳିଛି।

ମନ୍ଦିରରେ ସିଆଇଏସ୍ଏଫ୍ ମୁତୟନକୁ ବିରୋଧ କରି ମହାରାଷ୍ଟ୍ର ଶିରିଡି ସ୍ଥିତ ସାଇବାବା ମନ୍ଦିର ଅନିର୍ଦ୍ଦିଷ୍ଟକାଳ ପାଇଁ ବନ୍ଦ କରିବ ମନ୍ଦିର ଟ୍ରଷ୍ଟ। ଏହି ବନ୍ଦ ଡାକରା ମଇ ୧ ତାରିଖ ଠାରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଜାରି ରହିବ ବୋଲି ସୂଚନା ମିଳିଛି।ମହାରାଷ୍ଟ୍ରର ଅହମଦନଗର-ମନମାଡ଼ ଜାତୀୟ ରାଜମାର୍ଗ ଏକ ଛୋଟ ଶିରିଡିରେ ପ୍ରସିଦ୍ଧ ସାଇ ବାବାଙ୍କ ମନ୍ଦିର ରହିଛି।ଦୈନିକ ଦେଶ ବିଦେଶରୁ ଅନେକ ଶ୍ରଦ୍ଧାଳୁ ସାଇଙ୍କ ଦର୍ଶନ ନିମନ୍ତେ ଶିରଡି ପହଞ୍ଚନ୍ତି। ଏଣୁ ବାର୍ଷିକ ଲକ୍ଷଲକ୍ଷ ଶ୍ରଦ୍ଧାଳୁ ଏଠାରେ ସାଇ ଦର୍ଶନ କରିଥାନ୍ତି। ଦେଶରେ ସିଆଇଏସଏଫ ସବୁ ଔଦ୍ୟୋଗିକ ପ୍ରତିଷ୍ଠାନ, ମେଟ୍ରୋ ଷ୍ଟେସନ ଓ ଏୟାରପୋର୍ଟ ସୁରକ୍ଷା ନିମନ୍ତେ ମୁତୟନ ଅଛନ୍ତି। ଏଥିରେ ସରକାର ଶିରଡିରେ ସାଇଙ୍କ ମନ୍ଦିର ସୁରକ୍ଷା ନିମନ୍ତେ ପ୍ରଥମ କରି ସିଆଇଏସଏଫ ମୁତୟନ ନିମନ୍ତେ ନିଷ୍ପତ୍ତି ନେଇଛନ୍ତି। ତେବେ ଗ୍ରାମବାସୀ ମନ୍ଦିରର ସୁରକ୍ଷା ନିମନ୍ତେ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରୁଛନ୍ତି।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.