ଚର୍ଚ୍ଚାରେ ଅଭିନେତା ତଥା ନିର୍ଦ୍ଦେଶକ ରିଷଭ ସେଟ୍ଟୀଙ୍କ କାନ୍ତାରା ଚାପ୍ଟର ୱାନର ପ୍ରଥମ ଟିଜର ରିଲିଜ
ଗତ ବର୍ଷ ସାଉଥ ସିନେମାର ଅନେକ ଚଳଚ୍ଚିତ୍ର ରେକର୍ଡ କରିଥିଲା। ଏଥିମଧ୍ୟରୁ ସୁପରଷ୍ଟାର ରିଷଭ ଶେଟ୍ଟୀଙ୍କ ବ୍ଲକ୍ବ୍ଲଷ୍ଟର ଫିଲ୍ମ ‘କାନ୍ତାରା’ ମଧ୍ୟ ରହିଛି।
Loading...
ଗତକାଲି ସକାଳେ ଦିଲ୍ଲୀ ବିମାନ ବନ୍ଦରରେ ଏକ ବଡ଼ ଦୁର୍ଘଟଣା ଅଳ୍ପକେ ଟଳିଛି। ସୋମବାର ସକାଳେ ଦିଲ୍ଲୀରୁ ଶ୍ରୀନଗର ଯାଉଥିବା ସ୍ପାଇସ୍ ଜେଟ୍ର ଏକ ଯାତ୍ରୀବାହୀ ବିମାନର ଓ୍ଵିଙ୍ଗ୍ସ ଏକ ଇଲେକ୍ଟ୍ରି ଖୁଣ୍ଟରେ ପିଟି ହୋଇଯାଇଥିଲା। ବିମାନ ପୁସ୍ ବ୍ୟାକ୍ ବେଳେ ଓ୍ଵିଙ୍ଗ୍ସଟି ଖୁଣ୍ଟରେ ପିଟି ହୋଇଥିଲା।
ଗତକାଲି ସକାଳେ ଦିଲ୍ଲୀ ବିମାନ ବନ୍ଦରରେ ଏକ ବଡ଼ ଦୁର୍ଘଟଣା ଅଳ୍ପକେ ଟଳିଛି। ସୋମବାର ସକାଳେ ଦିଲ୍ଲୀରୁ ଶ୍ରୀନଗର ଯାଉଥିବା ସ୍ପାଇସ୍ ଜେଟ୍ର ଏକ ଯାତ୍ରୀବାହୀ ବିମାନର ଓ୍ଵିଙ୍ଗ୍ସ ଏକ ଇଲେକ୍ଟ୍ରି ଖୁଣ୍ଟରେ ପିଟି ହୋଇଯାଇଥିଲା। ବିମାନ ପୁସ୍ ବ୍ୟାକ୍ ବେଳେ ଓ୍ଵିଙ୍ଗ୍ସଟି ଖୁଣ୍ଟରେ ପିଟି ହୋଇଥିଲା। ଫଳରେ ଯାତ୍ରୀମାନେ ଏକ ବଡ଼ ବିପଦରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। ବିମାନଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ଏହାକୁ ତୁରନ୍ତ ଲ୍ୟାଣ୍ଡ୍ କରାଯାଇଥିଲା। ପରେ ସମସ୍ତ ଯାତ୍ରୀଙ୍କୁ ଆଉ ଏକ ବିମାନ ଯୋଗେ ଶ୍ରୀନଗର ପଠାଯାଇଛି। ବିମାନର ଡେଣା ଏତେ ଜୋରରେ ଇଲେକ୍ଟ୍ରି ଖୁଣ୍ଟରେ ବାଡ଼େଇ ହୋଇ ଯାଇଥିଲା ଯେ ଖୁଣ୍ଟଟି ନଇଁ ପଡ଼ିଛି। ତେବେ ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ କାହାକୁ କୌଣସି ଆଘାତ ଲାଗିନାହିଁ। ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ତେବେ ଉଡ଼ାଣ ଭରିବା ବେଳେ କେମିତି ଏତେ ବଡ଼ ଦୁର୍ଘଟଣା ଘଟିଲା, ତାହାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ସ୍ପାଇସ୍ ଜେଟ୍ ପ୍ରବକ୍ତାଙ୍କ ପକ୍ଷରୁ ଜାରି ବୟାନ ମୁତାବକ, ଆଜି ସ୍ପାଇସ୍ଜେଟ୍ର ଏସ୍ଜି ୧୬୦ ଦିଲ୍ଲୀରୁ ଜମ୍ମୁ ପାଇଁ ଉଡ଼ାଣ ଭରୁଥିଲା। ପୁସ୍ବ୍ୟାକ୍ ବେଳେ ନିକଟରେ ଥିବା ଏକ ଇଲେକ୍ଟ୍ରିକ୍ ଖୁଣ୍ଟରେ ଡାହାଣ ପଟ ଡେଣା ପିଟି ହୋଇଯାଇଥିଲା। ଫଳରେ ଖୁଣ୍ଟ ବଙ୍କା ହୋଇଯାଇଛି। ଏହି ଦୁର୍ଘଟଣା ପରେ ଆଉ ଏକ ବିମାନ ଯୋଗେ ଯାତ୍ରୀଙ୍କୁ ଜମ୍ମୁ ପଠାଯାଇଛି ବୋଲି କହିଛନ୍ତି ସ୍ପାଇସ୍ ଜେଟ୍ର ପ୍ରବକ୍ତା।
Shakespeare, in the beautiful garden, among the party. Some of the hall: in fact she was ever to.
ଗତ ବର୍ଷ ସାଉଥ ସିନେମାର ଅନେକ ଚଳଚ୍ଚିତ୍ର ରେକର୍ଡ କରିଥିଲା। ଏଥିମଧ୍ୟରୁ ସୁପରଷ୍ଟାର ରିଷଭ ଶେଟ୍ଟୀଙ୍କ ବ୍ଲକ୍ବ୍ଲଷ୍ଟର ଫିଲ୍ମ ‘କାନ୍ତାରା’ ମଧ୍ୟ ରହିଛି।
ଡିସେମ୍ବର ୩୧ ସୁଦ୍ଧା ସରିବ ଟର୍ମିନାଲ କାମ। ନୂଆବର୍ଷରେ ନୂଆ ବସ ଟର୍ମିନାଲକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶୁକ୍ରବାର ଗ୍ରାଉଣ୍ଡକୁ ଯାଇ ନିର୍ମାଣ କାର୍ଯ୍ୟର ସ୍ଥିତି ପରଖିଛନ୍ତି 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି. କେ ପାଣ୍ଡିଆନ ।
ଡିସେମ୍ବର ୧ ସୁଦ୍ଧା ପ୍ରାୟ ୯୭.୨୬% ୨ ହଜାର ଟଙ୍କିଆ ନୋଟ୍ ଫେରସ୍ତ ଆସିଯାଇଛି ।ଲୋକଙ୍କ ପାଖରେ ଏବେ ବି ୨୦୦୦ ଟଙ୍କିଆ ନୋଟ୍ ରହିଛି। ୨୦୨୩ ମେ ୧୯ ସୁଦ୍ଧା ପ୍ରଚଳନରେ ଥିବା ୨୦୦୦ ଟଙ୍କିଆ ନୋଟ୍ ମଧ୍ୟରୁ ୯୭.୨୬% ଫେରାଇ ଦିଆଯାଇଛି ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି।