Loading...

ସୋସିଆଲ ମିଡିଆରେ ଋଣ ଛାଡ଼ ଦାବି କରାଯାଉଥିବାନେଇ ବିଭ୍ରାନ୍ତୀକର ବିଜ୍ଞାପ‌ନକୁ ନେଇ ଚିନ୍ତାରେ ରିଜର୍ଭ ବ୍ୟାଙ୍କ

ସୋସିଆଲ ମିଡିଆରେ ଋଣ ଛାଡ଼ ଦାବି କରାଯାଉଥିବାନେଇ ବିଭ୍ରାନ୍ତୀକର ବିଜ୍ଞାପ‌ନକୁ ନେଇ ଚିନ୍ତାରେ ରିଜର୍ଭ ବ୍ୟାଙ୍କ

କେତେକ ବିଭ୍ରାନ୍ତୀକର ବିଜ୍ଞାପ‌ନରେ ଋଣ ଛାଡ଼ ଦାବି କରାଯାଉଥିବାକୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ଚିନ୍ତା ପ୍ରକଟ କରିବା ସହ ଲୋକମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି।

କେତେକ ବିଭ୍ରାନ୍ତୀକର ବିଜ୍ଞାପ‌ନରେ ଋଣ ଛାଡ଼ ଦାବି କରାଯାଉଥିବାକୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ଚିନ୍ତା ପ୍ରକଟ କରିବା ସହ ଲୋକମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି। ସେଭଳି ଘଟଣା ବିଷୟରେ ଜାଣିଲେ ତୁରନ୍ତ ଆଇନ ପ୍ରଣୟନକାରୀ ସଂସ୍ଥାକୁ ଅବଗତ କରିବାକୁ ଆହ୍ବାନ ଦେଇଛି। ଋଣ ଛାଡ଼ ବିଷୟରେ ଖବରକାଗଜ ଓ ସୋସିଆଲ ମିଡିଆରେ ବିଜ୍ଞାପନ ଦିଆଯାଉଥିବା ରିଜର୍ଭ ବ୍ୟାଙ୍କ ନଜରକୁ ଆସିଛି।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.