ଆଜିଠୁ ଜୁନ ୬ ଯାଏଁ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
Loading...
୧୦ଦଫା ଦାବି ନେଇ ଆସନ୍ତାକାଲି ଷ୍ଟିୟରିଂ ଛାଡ ଡାକରା ଦେଇଛି ଓଡିଶା ଡ୍ରାଇଭର ମିଳିତ ମଞ୍ଚ । ଏଭଳି ପରିସ୍ଥିତିରେ ବସ୍ ମାଲିକ ଓ ଡ୍ରାଇଭର ସଂଘ ମୁହାଁମୁହିଁ ହେବାଭଳି ପରିସ୍ଥିତି ଉପୁଜିଛି।
୧୦ଦଫା ଦାବି ନେଇ ଆସନ୍ତାକାଲି ଷ୍ଟିୟରିଂ ଛାଡ ଡାକରା ଦେଇଛି ଓଡିଶା ଡ୍ରାଇଭର ମିଳିତ ମଞ୍ଚ । ଏଭଳି ପରିସ୍ଥିତିରେ ବସ୍ ମାଲିକ ଓ ଡ୍ରାଇଭର ସଂଘ ମୁହାଁମୁହିଁ ହେବାଭଳି ପରିସ୍ଥିତି ଉପୁଜିଛି। ରାଜ୍ୟର ସମସ୍ତ ରୁଟରେ ଘରୋଇ ବସ ଚାଳିବ ବୋଲି ବସ୍ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ ସ୍ପଷ୍ଟ କରିଛନ୍ତି । ସେପଟେ ଡ୍ରାଇଭର ସଂଘ ପକ୍ଷରୁ ଆସନ୍ତାକାଲିର ବନ୍ଦ ଡାକରାକୁ ବିରୋଧ କରିଛି ନିଖିଳ ଓଡ଼ିଶା ଅଟୋ ମହାସଂଘ। ଆନ୍ଦୋଳନରୁ ଡ୍ରାଇଭର ଆସୋସିଏସନ ଓହରିବାକୁ ସଂଘ କହିଥିବା ବେଳେ ଆସନ୍ତାକାଲି ଆନ୍ଦୋଳନରେ ସହଯୋଗ କରିବେ ନାହିଁ ବୋଲି ସଂଘ କହିଛି। ଏନେଇ ନିଖିଳ ଓଡ଼ିଶା ଅଟୋ ମହାସଂଘର ସାଧାରଣ ସମ୍ପାଦକ ପଦ୍ମନ କୁମାର ସାମଲ ସୂଚନା ଦେଇଛନ୍ତି।
Shakespeare, in the beautiful garden, among the party. Some of the hall: in fact she was ever to.
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
ବରଯାତ୍ରୀ ସହ ବାଜା, ରୋଷଣି ନେଇ ବର ବେଶରେ ବାହାରିବେ ମହାପ୍ରଭୁ। କେଦାରଗୌରୀ ମନ୍ଦିରରେ ମା’ ପାର୍ବତୀଙ୍କ ସହ ପ୍ରଭୁ ଲିଙ୍ଗରାଜଙ୍କ ହାତଗଣ୍ଠି ପଡ଼ିବ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ।
ପଞ୍ଚମ ଆଇପିଏଲ୍ ଟ୍ରଫିଠାରୁ ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ଆଉ ମାତ୍ର ଗୋଟିଏ ବିଜୟ ଦୂରରେ ରହିଛି। ଗୁଜରାଟ ଟାଇଟନ୍ସକୁ ୧୫ ରନ୍ରେ ପରାସ୍ତ କରି ଚେନ୍ନାଇ ସୁପର୍ କିଙ୍ଗ୍ସ ସିଧାସଳଖ ଫାଇନାଲ୍ରେ ପ୍ରବେଶ କରିଛି ଧୋନୀ ବାହିନୀ।