Loading...

ମଦ ଦୁର୍ନୀତି ମାମଲାରେ ନଭେମ୍ବର ୨ରେ ଇଡିରେ ହଜାର ହେବେ ଅରବିନ୍ଦ କେଜରିୱାଲ

ମଦ ଦୁର୍ନୀତି ମାମଲାରେ ନଭେମ୍ବର ୨ରେ ଇଡିରେ ହଜାର ହେବେ ଅରବିନ୍ଦ କେଜରିୱାଲ

ବହୁଚର୍ଚ୍ଚିତ ଦିଲ୍ଲୀ ମଦ ନୀତି ମାମଲାରେ ମନ୍ତ୍ରୀ, ଉପ ମୁଖ୍ୟମନ୍ତ୍ରୀ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ସମନ ଜାରି କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ଆସନ୍ତା ନଭେମ୍ବର ୨ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେବେଲାଗି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଜାରି ହୋଇଛି ନୋଟିସ।

ବହୁଚର୍ଚ୍ଚିତ ଦିଲ୍ଲୀ ମଦ ନୀତି ମାମଲାରେ ମନ୍ତ୍ରୀ, ଉପ ମୁଖ୍ୟମନ୍ତ୍ରୀ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ସମନ ଜାରି କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ଆସନ୍ତା ନଭେମ୍ବର ୨ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେବେଲାଗି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଜାରି ହୋଇଛି ନୋଟିସ। ତେବେ ପୂର୍ବରୁ ଗତ ଏପ୍ରିଲ ୧୬ ତାରିଖରେ ସମାନ ଅଭିଯୋଗରେ  ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ସିବିଆଇ ଜେରା କରିଥିଲା । \ 

ସୂଚନାନୁସାରେ, ଗତ ଅକ୍ଟୋବର ୪ ତାରିଖରେ ରାଜ୍ୟସଭା ସାଂସଦ ସଞ୍ଜୟ ସିଂଙ୍କୁ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏହି ମାମଲାରେ ଗିରଫ ହୋଇଥିଲେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ସିସୋଦିଆଙ୍କ ଆବେଦନକୁ ଖାରଜ କରିଥିଲେ ସୁପ୍ରିମକୋର୍ଟ ।  ଫଳରେ ମନୀଷ ସିସୋଦିଆଙ୍କୁ ଆହୁରି ୬ ମାସ ଜେଲରେ ରହିବାକୁ ପଡିବ  । ଦିଲ୍ଲୀ ମଦ ନୀତି ଭ୍ରଷ୍ଟାଚାର ମାମଲାରେ ୩୩୮ କୋଟି ହେରଫେର ହୋଇଥିବା ଅଭିଯୋଗ ହୋଇଥିଲା । 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.