ଆଜି ଚିଙ୍ଗୁଡିରେ ପ୍ରସ୍ତୁତ କରିବା ଏକ ନିଆରା ଖାଦ୍ଯ "ଚିଙ୍ଗୁଡି ସୁରୁଆ"
ପ୍ରଥମେ ନଡ଼ିଆକୁ କୋରି ତାର ରସ ବାହାର କରି ରଖନ୍ତୁ। ତା’ ପରେ ଚିଙ୍ଗୁଡିକୁ ଲୁଣ ଓ ହଳଦି ପକାଇ ଗୋଳାଇ ତାକୁ ଲାଲ ହେବା ପର୍ଯ୍ୟନ୍ତ ଭାଜନ୍ତୁ। ଏହା ଭାଜି ହେଲା ଗଲାପରେ ତାକୁ ଏକ ପାତ୍ରରେ ରଖନ୍ତୁ।
Loading...
ସ୍କୁଲରେ ପଡ଼ିଛି ତାଲା। ପିଲାମାନେ ସକାଳୁ ସକାଳୁ ବିଦ୍ୟାଳୟ ଆସି ଫେରିଯାଇଛନ୍ତି। କାରଣ ନା ସ୍କୁଲରେ ପାଠପଢା ହେବ ନା ମିଳିବ ମଧ୍ୟାହ୍ନ ଭୋଜନ। ଗତ ୪ ଦିନ ହେଲା ରାଜ୍ୟର ସମସ୍ତ ସ୍କୁଲରେ ଏଭଳି ଦ୍ରୁଶ୍ଯ ଦେଖିବାକୁ ମିଳୁଛି। ଏହାର କାରଣ ଶିକ୍ଷକ ମାନଙ୍କର ସାମୁହିକ ଛୁଟି।
ସ୍କୁଲରେ ପଡ଼ିଛି ତାଲା। ପିଲାମାନେ ସକାଳୁ ସକାଳୁ ବିଦ୍ୟାଳୟ ଆସି ଫେରିଯାଇଛନ୍ତି। କାରଣ ନା ସ୍କୁଲରେ ପାଠପଢା ହେବ ନା ମିଳିବ ମଧ୍ୟାହ୍ନ ଭୋଜନ। ଗତ ୪ ଦିନ ହେଲା ରାଜ୍ୟର ସମସ୍ତ ସ୍କୁଲରେ ଏଭଳି ଦ୍ରୁଶ୍ଯ ଦେଖିବାକୁ ମିଳୁଛି। ଏହାର କାରଣ ଶିକ୍ଷକ ମାନଙ୍କର ସାମୁହିକ ଛୁଟି। କୋରାପୁଟଠାରୁ ଆରମ୍ଭ କରି ରାୟଗଡ଼ା, ପୁରୀ, ଅନୁଗୁଳରେ ଅଧିକାଂଶ ଶିକ୍ଷକ ଶିକ୍ଷୟିତ୍ରୀ ସାମୂହିକ ଛୁଟି ନେଇଯାଇଥିବାରୁ ସ୍ଥିତି ନିୟନ୍ତ୍ରଣ ବାହାରେ।
ସୂଚନାନୁସାରେ, ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘର ଡାକରାରେ ସାରା ରାଜ୍ୟର ବିଭିନ୍ନ ଜିଲ୍ଳାର ଶିକ୍ଷକମାନେ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇବା ସହ ଶୁକ୍ରବାରଠାରୁ BEO କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି ।ସ୍ଥିତି ଜଟିଳ ଆଡ଼କୁ ଯାଉଥିବାରୁ ଆଜି ଅପରାହ୍ନରେ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବଙ୍କ ସମ୍ମିଳନୀ ପ୍ରକୋଷ୍ଠରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘର କର୍ମକର୍ତ୍ତାମାନଙ୍କ ସହ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଲୋଚନା କରାଯାଇଥିଲା। ମାତ୍ର ସେଥିରୁ କୌଣସି ସୁଫଳ ମିଳିପାରି ନାହିଁ।
Shakespeare, in the beautiful garden, among the party. Some of the hall: in fact she was ever to.
ପ୍ରଥମେ ନଡ଼ିଆକୁ କୋରି ତାର ରସ ବାହାର କରି ରଖନ୍ତୁ। ତା’ ପରେ ଚିଙ୍ଗୁଡିକୁ ଲୁଣ ଓ ହଳଦି ପକାଇ ଗୋଳାଇ ତାକୁ ଲାଲ ହେବା ପର୍ଯ୍ୟନ୍ତ ଭାଜନ୍ତୁ। ଏହା ଭାଜି ହେଲା ଗଲାପରେ ତାକୁ ଏକ ପାତ୍ରରେ ରଖନ୍ତୁ।
ଥମେ କୋବିକୁ ଭଲ ଭାବେ ଧୋଇ ଦିଅନ୍ତୁ । ତା’ପରେ ତାକୁ ଛୋଟ ଛୋଟ ଖଣ୍ଡ କରି କାଟି ହଳଦୀ ଓ ଲୁଣ ଗୋଳେଇ ରଖି ଦିଅନ୍ତୁ । ଗ୍ୟାସରେ କଡେ଼ଇ ବସାଇ ତେଲ ଦିଅନ୍ତୁ ।
ଗତ ବର୍ଷ ସାଉଥ ସିନେମାର ଅନେକ ଚଳଚ୍ଚିତ୍ର ରେକର୍ଡ କରିଥିଲା। ଏଥିମଧ୍ୟରୁ ସୁପରଷ୍ଟାର ରିଷଭ ଶେଟ୍ଟୀଙ୍କ ବ୍ଲକ୍ବ୍ଲଷ୍ଟର ଫିଲ୍ମ ‘କାନ୍ତାରା’ ମଧ୍ୟ ରହିଛି।