ବହୁଚର୍ଚ୍ଚିତ ଲଖିମପୁରୀ ଖେରି ମାମଲାକୁ ବର୍ଷେ, କଳାଦିବସ ଦିବସ ପାଳିବ ସଂଯୁକ୍ତ କିଷାନ ମୋର୍ଚ୍ଚା
୨୦୨୧ ଅକ୍ଟୋବର ୩ରେ ଉତ୍ତରପ୍ରଦେଶ ଲଖିମପୁରୀ ଖେରିରେ ବିବାଦୀୟ ଚାଷୀ ଆଇନ ପ୍ରତ୍ୟାହାର ଦାବିରେ ଆନ୍ଦୋଳନ ଚାଲିଥିବାବେଳେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କ ଏସୟୁଭି ଧକ୍କାରେ ୮ଜଣ କୃଷକଙ୍କ ପ୍ରାଣହାନି ଘଟିଥିଲା ।