Loading...

ମନୋରଞ୍ଜନ

ଘରୋଇ ହିଂସା ମାମଲାରେ ଥାନାରେ ହାଜର ହେବେ ହ୍ୟୁମାନ ସାଗର

ଘରୋଇ ହିଂସା ମାମଲାରେ ଥାନାରେ ହାଜର ହେବେ ହ୍ୟୁମାନ ସାଗର

ଘରୋଇ ହିଂସା ମାମଲାରେ ପତ୍ନୀ ଥାନାରେ ଅଭିଯୋଗ କରିବା ପରେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଏହା ତାଙ୍କର ବ୍ୟକ୍ତିଗତ ଘଟଣା । ଆଇନକୁ ସମ୍ମାନ ଦେଇ ଥାନାରେ ପହଞ୍ଚି ଜବାବ ରଖିବେ । ଦର୍ଶକଙ୍କୁ ନିରାଶ କରିବେ ନାହିଁ ବୋଲି କହିଛନ୍ତି ହ୍ୟୁମାନ ସାଗର ।

ଅଭିନେତ୍ରୀ ଅମାଲା ପଲ୍‌ଙ୍କୁ ହିନ୍ଦୁ ମନ୍ଦିରରେ ପ୍ରବେଶ ପାଇଁ ମିଳିଲାନି ଅନୁମତି

ଅଭିନେତ୍ରୀ ଅମାଲା ପଲ୍‌ଙ୍କୁ ହିନ୍ଦୁ ମନ୍ଦିରରେ ପ୍ରବେଶ ପାଇଁ ମିଳିଲାନି ଅନୁମତି

ସାଉଥ ଇଣ୍ଡଷ୍ଟ୍ରୀର ଜଣାଶୁଣା ଅଭିନେତ୍ରୀ ଅମାଲା ପଲ୍‌ଙ୍କୁ କେରଳ ହିନ୍ଦୁ ମନ୍ଦିରରେ ପ୍ରବେଶ କରିବାକୁ ବାରଣ କରାଯାଇଥିଲା। ଅଭିନେତ୍ରୀ ଜଣକ ଅଭିଯୋଗ କରିଛନ୍ତି କି, ଧାର୍ମିକ ଭେଦଭାବ ଯୋଗୁଁ ମନ୍ଦିରର ଅଧିକାରୀ ତାଙ୍କୁ କେରଳର ଏର୍ଣ୍ଣାକୁଲମର ତିରୁବେରାନିକୁଲମ ମହାଦେବ ମନ୍ଦିରରେ ପ୍ରବେଶ କରିବାକୁ ଦେଇଥିଲେ ।

‘ଶକୁନ୍ତଲମ୍’ରେ ପ୍ରଥମ ଡେବ୍ୟୁ କରିବେ ସାଉଥ୍ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଝିଅ

‘ଶକୁନ୍ତଲମ୍’ରେ ପ୍ରଥମ ଡେବ୍ୟୁ କରିବେ ସାଉଥ୍ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଝିଅ

ସୁନେଲି ପରଦାରେ ଡେବ୍ୟୁ କରିବାକୁ ଯାଉଛନ୍ତି ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଝିଅ ଆରହା। ଅପକମିଙ୍ଗ ସାଉଥ ଫିଲ୍ମ ‘ଶକୁନ୍ତଲମ୍‌’ରେ ଡେବ୍ୟୁ କରିବେ ଆରହା। ସାଉଥର ହିଟ୍ ଅଭିନେତ୍ରୀ ସମନ୍ଥା ରୁଥ ପ୍ରଭୁଙ୍କ ସହ ସ୍କ୍ରିନ୍ ସେୟାର କରିବେ ଆରହା।

ରିଲିଜ୍ ହେଲା ‘ଦମନ’ର ହିନ୍ଦୀ ଟ୍ରେଲର, ଆସନ୍ତା ମାସ ପରଦାକୁ ଆସିବ ଫିଲ୍ମ

ରିଲିଜ୍ ହେଲା ‘ଦମନ’ର ହିନ୍ଦୀ ଟ୍ରେଲର, ଆସନ୍ତା ମାସ ପରଦାକୁ ଆସିବ ଫିଲ୍ମ

ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଏକ ନୂଆ ରେକର୍ଡ଼ ସୃଷ୍ଟି କରିଥିବା ଚଳଚ୍ଚିତ୍ର ‘ଦମନ’କୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉନି। ଓଡ଼ିଶା ସମେତ ଦେଶର ଅନ୍ୟ କେତେକ ସ୍ଥାନରେ ମୁକ୍ତିଲାଭ କରି ଦର୍ଶକଙ୍କ ଅଜସ୍ର ଭଲପାଇବା ସାଉଁଟିବା ପରେ ଏହାର ହିନ୍ଦୀ ଡବିଂ କରିବାକୁ ଘୋଷଣା କରାଯାଇଥିଲା।

ମୌଳିକ ଗୀତ ଭାବେ ‘ଗୋଲ୍‌ଡେନ୍‌ ଗ୍ଲୋବ୍‌ସ୍’ ଜିଣିଲା ‘ଆର୍‌ଆର୍‌ଆର୍‌’ର ‘ନାଟୁ ନାଟୁ’ ଗୀତ

ମୌଳିକ ଗୀତ ଭାବେ ‘ଗୋଲ୍‌ଡେନ୍‌ ଗ୍ଲୋବ୍‌ସ୍’ ଜିଣିଲା ‘ଆର୍‌ଆର୍‌ଆର୍‌’ର ‘ନାଟୁ ନାଟୁ’ ଗୀତ

ଏସ୍‌. ଏସ୍‌. ରାଜାମୌଲୀଙ୍କ ‘ଆର୍‌ଆର୍‌ଆ୍‌’ (ରୌଦ୍ରମ୍‌ ରଣମ୍ ରୁଧିରମ୍) ଚଳଚ୍ଚିତ୍ରର ‘ନାଟୁ ନାଟୁ’ ଗୀତ ଶ୍ରେଷ୍ଠ ମୌଳିକ ଗୀତ ବର୍ଗରେ ହଲିଉଡ୍‌ର ‌ଅନ୍ୟତମ ସମ୍ମାନଜନକ ପୁରସ୍କାର ‘ଗୋଲ୍‌ଡେନ୍‌ ଗ୍ଲୋବ୍‌ସ୍‌’ ବିଜୟୀ ହୋଇଛି

ପ୍ରେମିକଙ୍କ ସହ ନିର୍ବନ୍ଧ କଲେ ‘କଲ୍ ହୋ ନା ହୋ’ର ଜିୟା

ପ୍ରେମିକଙ୍କ ସହ ନିର୍ବନ୍ଧ କଲେ ‘କଲ୍ ହୋ ନା ହୋ’ର ଜିୟା

୯୦ଦଶକର ସୋ’ ‘କରିସ୍ମା କା କରିସ୍ମା’ ସେ ସମୟରେ ଲୋକପ୍ରିୟ ସୋ’ମାନଙ୍କ ମଧ୍ୟରୁ ଅନ୍ୟତମ ଥିଲା। ପିଲାମାନେ ଏହାକୁ ବହୁତ ଆଗ୍ରହର ସହ ଦେଖୁଥିଲେ। ଯଦି ଆପଣ ମଧ୍ୟ ଏହି ସୋ’ ଦେଖିଥିବେ, ତେବେ ଆପଣ ନିଶ୍ଚିତ ଭାବରେ ସେହି ସୁନ୍ଦର ଛୋଟ ଝିଅକୁ ମନେ ରଖିଥିବେ, ଯିଏ ‘କରିସ୍ମା କା କରିସ୍ମା’ରେ କରିସ୍ମା ଚରିତ୍ରରେ ନଜର ଆସୁଥିଲେ।

ରିଲିଜ୍ ପୂର୍ବରୁ ୧୭୦କୋଟି ଆୟ କଲା ପ୍ରଭାସ-ଦୀପିକାଙ୍କ ଅଭିନୀତ ଫିଲ୍ମ ‘ପ୍ରୋଜେକ୍ଟ କେ’

ରିଲିଜ୍ ପୂର୍ବରୁ ୧୭୦କୋଟି ଆୟ କଲା ପ୍ରଭାସ-ଦୀପିକାଙ୍କ ଅଭିନୀତ ଫିଲ୍ମ ‘ପ୍ରୋଜେକ୍ଟ କେ’

ଗତ କିଛି ଦିନ ଧରି ନିଜ ପ୍ରେମ ଜୀବନକୁ ନେଇ ଚର୍ଚ୍ଚାରେ ଥିଲେ ସାଉଥ୍ ସୁପରଷ୍ଟାର ପ୍ରଭାସ। ଅଭିନେତ୍ରୀ କ୍ରିତି ସାନନଙ୍କୁ ସେ ବିବାହ କରିବେ ବୋଲି ଚର୍ଚ୍ଚା ଜୋର ଧରିଥିଲା, ଯାହାକୁ ପରେ ଖଣ୍ଡନ କରିଥିଲେ କ୍ରିତି। ଏବେ ପୁଣି ଥରେ ନିଜ ଫିଲ୍ମକୁ ନେଇ ଚର୍ଚ୍ଚାରେ ରହିଛନ୍ତି ପ୍ରଭାସ।

>