Loading...

ରାଜନୀତି

ଝାରସୁଗୁଡ଼ା ଉପନିର୍ବାଚନର ନାମାଙ୍କନ ଦାଖଲର ଆଜି ଶେଷ ଦିନ

ଝାରସୁଗୁଡ଼ା ଉପନିର୍ବାଚନର ନାମାଙ୍କନ ଦାଖଲର ଆଜି ଶେଷ ଦିନ

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ୨୦ ତାରିଖ ହେଉଛି ନାମାଙ୍କନ ଦାଖଲର ଶେଷ ଦିନ।ଶୁକ୍ରବାର ନାମାଙ୍କନ ପତ୍ରଗୁଡ଼ିକର ଯାଞ୍ଚ ହେବ ଓ ୨୪ ରେ ପ୍ରାର୍ଥିପତ୍ର ପ୍ରତ୍ୟାହାର ହୋଇପାରିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ବିଜେପିରେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କିରଣ ରେଡ୍ଡୀ

ବିଜେପିରେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କିରଣ ରେଡ୍ଡୀ

ଅବିଭାଜିତ ଆନ୍ଧ୍ରପ୍ରଦେଶର ପୂର୍ବତନ ତଥା ଶେଷ ମୁଖ୍ୟମନ୍ତ୍ରୀ କିରଣ କୁମାର ରେଡ୍ଡୀ ଆଜି ବିଜେପିରେ ଯୋଗ ଦେଇଛନ୍ତି।ସଂସଦୀୟ କାର୍ଯ୍ୟମନ୍ତ୍ରୀ ପହ୍ଲାଦ ଜୋଶୀ ତାଙ୍କୁ ଦଳର ସଦସ୍ୟତା ପ୍ରଦାନ କରିଛନ୍ତି ।

୨୦୨୪ ନିର୍ବାଚନ ପାଇଁ ପୁରୀରେ ପହଞ୍ଚିଲା EVM

୨୦୨୪ ନିର୍ବାଚନ ପାଇଁ ପୁରୀରେ ପହଞ୍ଚିଲା EVM

ଇଭିଏମ ପୁରୀ ତାଳବଣିଆ ଅଞ୍ଚଳରେ ଥିବା ଇଭିଏମ ୱେୟାର ହାଉସ୍‌ରେ ରଖାଯାଇଛି । ମୋଟ ୨୮ଟି ଷ୍ଟ୍ରଙ୍ଗରୁମ୍‌ରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଇଭିଏମ ଗୁଡ଼ିକୁ ରଖାଯାଇଛି । ଆଗକୁ ୫ ହଜାର ଇଭିଏମ୍‌ ଆସିବ ବୋଲି ସୂଚନା ରହିଛି ।

ଅତାବିରାରେ ବାଜିମାରିନେଲା ବିଜେଡ଼ି

ଅତାବିରାରେ ବାଜିମାରିନେଲା ବିଜେଡ଼ି

ଆସିଲା ଅତାବିରା ନିର୍ବାଚନ ଫଳ। ଅତାବିରାରେ ୧୨ ଓ୍ବାର୍ଡରୁ ୧୧ଟିରେ ବାଜିମାରିନେଇଛି ବିଜେଡ଼ି। କେବଳ ଗୋଟିଏ ୱାର୍ଡରେ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଥିବା ଜଣାପଡିଛି ।

ରାଜନୀତିରେ ସୁଷମା ସ୍ୱରାଜଙ୍କ ଝିଅ ବାଂସୁରୀ

ରାଜନୀତିରେ ସୁଷମା ସ୍ୱରାଜଙ୍କ ଝିଅ ବାଂସୁରୀ

ସକ୍ରିୟ ରାଜନୀତିରେ ପ୍ରବେଶ କଲେ ପୂର୍ବତନ ବୈଦେଶିକ ମନ୍ତ୍ରୀ ଦିବଂଗତ ସୁଷମା ସ୍ୱରାଜଙ୍କ ଝିଅ ବାଂସୁରୀ ସ୍ୱରାଜ। ଦିଲ୍ଲୀ ବିଜେପି ଆଇନ ସେଲର ସହ-ସଂଯୋଜିକା ଭାବେ ତାଙ୍କୁ ନିଯୁକ୍ତି ଦିଆଯାଇଛି।

>