Loading...

ରାଜନୀତି

ଭାରତରେ ୧୧ଟି ଭାଷାରେ ‘ମୋଦୀ ହଟାଅ ଦେଶ ବଞ୍ଚାଅ ’ ପୋଷ୍ଟର ଜାରିକଲା ଆପ

ଭାରତରେ ୧୧ଟି ଭାଷାରେ ‘ମୋଦୀ ହଟାଅ ଦେଶ ବଞ୍ଚାଅ ’ ପୋଷ୍ଟର ଜାରିକଲା ଆପ

ଭାରତରେ ୧୧ଟି ଭାଷାରେ ‘ମୋଦୀ ହଟାଅ ଦେଶ ବଞ୍ଚାଅ ’ ପୋଷ୍ଟର ଜାରିକଲା ଆପ। ଏହି ପୋଷ୍ଟରକୁ ମାର୍ଚ୍ଚ ୩୦ ତାରିଖ ସୁଦ୍ଧା ଦେଶର ବିଭିନ୍ନ ସ୍ଥାନରେ ଲଗାଇବାକୁ ଦଳ ତରଫରୁ ଯୋଜନା ପ୍ରସ୍ତୁତ କରାଯାଇଛି ।

ପ୍ରଥମେ ଲୋକସଭା ସଦସ୍ଯତା ଓ ଏବେ ସରକାରୀ କ୍ଵାଟର ହରାଇବେ ରାହୁଲ

ପ୍ରଥମେ ଲୋକସଭା ସଦସ୍ଯତା ଓ ଏବେ ସରକାରୀ କ୍ଵାଟର ହରାଇବେ ରାହୁଲ

ପ୍ରଥମେ ଲୋକସଭା ସଦସ୍ଯତା ଓ ଏବେ ସରକାରୀ କ୍ଵାଟର ହରାଇବେ ରାହୁଲ। ନିଜର ଅଶାଳୀନ ମନ୍ତବ୍ୟ ପାଇଁ ଏବେ ହଟହଟା ହେଉଛନ୍ତି ରାହୁଲ ଗାନ୍ଧୀ। ଲୋକସଭା ସଦସ୍ୟତା ରଦ୍ଦ ହେବାପରେ ରାହୁଲଙ୍କୁ ତାଙ୍କ ସରକାରୀ ବଙ୍ଗଳା ଛାଡ଼ିବାପାଇଁ ନୋଟିସ୍‌ କରାଯାଇଛି।

ମାନହାନି ମାମଲାରେ ରାହୁଲ ଗାନ୍ଧିଙ୍କୁ ଦୁଇ ବର୍ଷ ଜେଲ୍‌ ଦଣ୍ଡାଦେଶ

ମାନହାନି ମାମଲାରେ ରାହୁଲ ଗାନ୍ଧିଙ୍କୁ ଦୁଇ ବର୍ଷ ଜେଲ୍‌ ଦଣ୍ଡାଦେଶ

ଗତ ୪ବର୍ଷ ତଳେ 'ମୋଦି' ସାଙ୍ଗିଆକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହି ମାମଲାର ଶୁଣାଣିରେ ରାହୁଲଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି ଗୁଜୁରାଟ ହାଇକୋର୍ଟ।

ରାଜ୍ୟ ବିଜେପିର ନୂଆ ସଭାପତି ମନମୋହନ ସାମଲ

ରାଜ୍ୟ ବିଜେପିର ନୂଆ ସଭାପତି ମନମୋହନ ସାମଲ

ବଦଳିଲେ ବିଜେପି ରାଜ୍ୟ ସଭାପତି। ସମୀର ମହାନ୍ତିଙ୍କ ସ୍ଥାନରେ ରାଜ୍ୟ ବିଜେପି ମଙ୍ଗ ଧରିଛନ୍ତି ମନମୋହନ ସାମଲ ।ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମନମୋହନଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି  ।

ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବେ ଦିଦି

ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବେ ଦିଦି

ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସୂଚନାନୁସାରେ ଅପରାହ୍ନ ସାଢ଼େ ୪ଟାରେ ଭେଟିବାର କାର୍ଯ୍ୟକ୍ରମ ରହିଛି ।

ଭୋଟର ଆଇଡି ସହ ଲିଙ୍କ ହେବ ଆଧାର କାର୍ଡ

ଭୋଟର ଆଇଡି ସହ ଲିଙ୍କ ହେବ ଆଧାର କାର୍ଡ

ଆଧାର ନମ୍ବର ସହ ଭୋଟର ଆଇଡି କାର୍ଡ଼ ଲିଙ୍କର ଅବଧିକୁ କେନ୍ଦ୍ର ସରକାର ୩୧ ମାର୍ଚ୍ଚ ୨୦୨୪କୁ ବୃଦ୍ଧି କରିଛନ୍ତି। ଶେଷଥର ପାଇଁ ଆଧାର ନମ୍ବର ସହ ଭୋଟର ଆଇଡି ଲିଙ୍କର ଶେଷ ତାରିଖ ୨୦୨୩ ଏପ୍ରିଲ ୧ ତାରିଖ ଥିଲା। ତେବେ ପରବର୍ତ୍ତୀ ତାରିଖ ସମ୍ପର୍କରେ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ ପାଇଛି।

ଆସନ୍ତାକାଲି କୋର୍ଟରେ ନିଃସର୍ତ୍ତ ଆତ୍ମସମର୍ପଣ କରିବେ ଇମ୍ରାନ ଖାନ

ଆସନ୍ତାକାଲି କୋର୍ଟରେ ନିଃସର୍ତ୍ତ ଆତ୍ମସମର୍ପଣ କରିବେ ଇମ୍ରାନ ଖାନ

ତୋଷଖାନା ଦୁର୍ନୀତି ଅଭିଯୋଗରେ ଅଭିଯୁକ୍ତ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ  ନିଃସର୍ତ୍ତ ଆତ୍ମସମର୍ପଣ କରିବେ। ଶନିବାର ୧୮ ତାରିଖରେ ସେ କୋର୍ଟରେ ଆତ୍ମସମର୍ପଣ କରିବେ। ପୁଲିସର ଗିରଫ ଏଡାଇବା ଲାଗି ଅଦାଲତ ଇମ୍ରାନଙ୍କୁ ଆତ୍ମସମର୍ପଣର ସୁଯୋଗ ଦେଇଛନ୍ତି।

ଆଜି ପୁଣି ଇଡିରେ ହାଜର ହେବେ କବିତା

ଆଜି ପୁଣି ଇଡିରେ ହାଜର ହେବେ କବିତା

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଆଜି ପୁଣି ଇଡିରେ ହାଜର ହେବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ କବିତା। ସପ୍ତାହକ ମଧ୍ୟରେ ଦ୍ବିତୀୟ ଥର ଇଡିରେ ହାଜର ହେବାକୁ ଯାଉଛନ୍ତି କବିତା।

>