Loading...

ରାଜନୀତି

ଆଜି ତ୍ରିପୁରା, ନାଗାଲାଣ୍ଡ ଓ ମେଘାଳୟର ଭାଗ୍ୟ ପରୀକ୍ଷା

ଆଜି ତ୍ରିପୁରା, ନାଗାଲାଣ୍ଡ ଓ ମେଘାଳୟର ଭାଗ୍ୟ ପରୀକ୍ଷା

ତିନି ରାଜ୍ୟ ମଧ୍ୟରୁ ପ୍ରଥମେ ତ୍ରିପୁରାରେ ଗତ ମାସ ୧୬ ତାରିଖରେ ନିର୍ବାଚନ କରାଯାଇଥିଲା ବେଳେ ଗତ ୨୭ ତାରିଖରେ ନାଗାଲାଣ୍ଡ ଏବଂ ମେଘାଳୟରେ ନିର୍ବାଚନ ଶେଷ ହୋଇଥିଲା।

ଗିରଫଦାରୀକୁ ନେଇ ସୁପ୍ରିମ୍‌କୋର୍ଟରେ ମନୀଷ ସିସୋଦିଆ

ଗିରଫଦାରୀକୁ ନେଇ ସୁପ୍ରିମ୍‌କୋର୍ଟରେ ମନୀଷ ସିସୋଦିଆ

ଦିଲ୍ଲୀ ମଦ ନୀତି ମାମଲାରେ ଗତକାଲି ସିସୋଦିଆଙ୍କୁ ୫ ଦିନିଆ ରିମାଣ୍ଡରେ ନେଇଥିଲା ସିବିଆଇ । ଅବକାରୀ ଦୁର୍ନୀତିରେ ନିଜ ଗିରଫଦାରୀ ବିରୋଧରେ ମଙ୍ଗଳବାର ସୁପ୍ରିମ୍‌କୋର୍ଟଙ୍କ ଦ୍ବାରସ୍ଥ ‌ହୋଇଛନ୍ତି ।

ଆଜି ସରୁଛି  ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ, କାଲିଠୁ ଦାୟିତ୍ୱ ସମ୍ଭାଳିବେ ପ୍ରଦୀପ ଜେନା

ଆଜି ସରୁଛି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ, କାଲିଠୁ ଦାୟିତ୍ୱ ସମ୍ଭାଳିବେ ପ୍ରଦୀପ ଜେନା

ଆଜି ସରିବ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ । ଆସନ୍ତା କାଲିଠାରୁ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ହେବେ ଉନ୍ନୟନ କମିଶନର ପ୍ରଦୀପ ଜେନା ।୧୯୮୯ ବ୍ୟାଚ ଆଇଏଏସ ଅଧିକାରୀ ପ୍ରଦୀପ ଜେନା। ଉନ୍ନୟନ କମିଶନର ସାଙ୍ଗକୁ କୃଷି ଉତ୍ପାଦନ କମିଶନର, ସ୍ୱତନ୍ତ୍ର ରିଲିଫ କମିଶନର ଓ ଓସଡମାର ପରିଚାଳନା ନିର୍ଦେଶକ।

ମନୀଷ ସିସୋଦିଆ ଗିରଫ ପ୍ରତିବାଦରେ ଦେଶବ୍ୟାପୀ ଆନ୍ଦୋଳନ କରିବ ଆପ୍

ମନୀଷ ସିସୋଦିଆ ଗିରଫ ପ୍ରତିବାଦରେ ଦେଶବ୍ୟାପୀ ଆନ୍ଦୋଳନ କରିବ ଆପ୍

ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ସିବିଆଇ ଗତକାଲି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଗିରଫ କରିଛି । ଏହାକୁ ନିନ୍ଦା କରିବା ସହ ବିଜେପି ଉପରେ ବର୍ଷିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।

ବିନା ଟଙ୍କାରେ ନିର୍ବାଚନ ଜିତିବେ ସୁର ରାଉତରାୟଙ୍କ ଦୁଇ ପୁଅ ସିଦ୍ଧାର୍ଥ ଓ ମନ୍ମଥ

ବିନା ଟଙ୍କାରେ ନିର୍ବାଚନ ଜିତିବେ ସୁର ରାଉତରାୟଙ୍କ ଦୁଇ ପୁଅ ସିଦ୍ଧାର୍ଥ ଓ ମନ୍ମଥ

ବିନା ଟଙ୍କାରେ ନିର୍ବାଚନ ଜିତିହେବ ବୋଲି ଦମ୍ଭୋକ୍ତି ଦେଖାଇଥିଲେ ଅତୀତରେ। କାମ କର। ଲୋକଙ୍କ ସହ ରୁହ। ବାପାଙ୍କ ଏହି ଆଦର୍ଶରେ ଚାଲିବାକୁ ପଣ କରିଛନ୍ତି ସୁରଙ୍କ ସାନ ପୁଅ ମନ୍ମଥ ଓ ବଡ ପୁଅ ସିଦ୍ଧାର୍ଥ।

ଆଜି ଦୁଇ ଉତ୍ତର-ପୂର୍ବ ରାଜ୍ୟ ସମେତ ୫ ରାଜ୍ୟର ୬ ବିଧାନସଭାରେ ଚାଲିଛି ମତଦାନ

ଆଜି ଦୁଇ ଉତ୍ତର-ପୂର୍ବ ରାଜ୍ୟ ସମେତ ୫ ରାଜ୍ୟର ୬ ବିଧାନସଭାରେ ଚାଲିଛି ମତଦାନ

ଆଜି ଦୁଇ ଉତ୍ତର-ପୂର୍ବ ରାଜ୍ୟରେ ଭୋଟ ଗ୍ରହଣ ସହ ଦେଶର ୫ଟି ରାଜ୍ୟର ୬ ବିଧାନସଭା ଆସନ ଓ ଗୋଟିଏ ଲୋକସଭା ଆସନ ପାଇଁ ଚାଲିଛି ମତଦାନ। ଭୋଟଗ୍ରହଣ ସକାଳ ୭ଟାରୁ ଆରମ୍ଭ ହୋଇ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଚାଲିବ ।

ବିଶ୍ୱ ବ୍ୟାଙ୍କର ନୂଆ ସଭାପତି ଅଜୟ ବାଙ୍ଗା

ବିଶ୍ୱ ବ୍ୟାଙ୍କର ନୂଆ ସଭାପତି ଅଜୟ ବାଙ୍ଗା

ଭାରତୀୟ ବଂଶୋଭବ ତଥା ପୂର୍ବତନ ମାଷ୍ଟରକାର୍ଡ ସିଇଓ ଅଜୟ ବାଙ୍ଗା ହେବେ ବିଶ୍ୱ ବ୍ୟାଙ୍କର ନୂତନ ସଭାପତି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଶ୍ରୀ ବାଙ୍ଗାଙ୍କୁ ଏହି ପଦ ପାଇଁ  ମନୋନୀତ କରିଥିବା ଗୁରୁବାର ଘୋଷଣା କରିଛନ୍ତି।

୨୦୨୩ ଆର୍ଥିକ ବର୍ଷ ରାଜ୍ୟ ବଜେଟ, ଆସନ୍ତୁ ଜାଣିବା କଣ ରହିଛି ଏଥର ବଜେଟ

୨୦୨୩ ଆର୍ଥିକ ବର୍ଷ ରାଜ୍ୟ ବଜେଟ, ଆସନ୍ତୁ ଜାଣିବା କଣ ରହିଛି ଏଥର ବଜେଟ

ବିଧାନସଭାରେ ଉପସ୍ଥାପିତ ହୋଇଛି ଆର୍ଥିକ ବଜେଟ  । ଚଳିତ ଆର୍ଥିକ ବର୍ଷ ନିମନ୍ତେ ୨ ଲକ୍ଷ ୩୦ ହଜାର କୋଟି ଟଙ୍କାର ବ୍ୟବ ବରାଦ କରାଯାଇଛି  । ଏଥିରେ କୃଷି ବିଭାଗକୁ ମିଳିଛି ୨୪ ହଜାର ୮୨୯ କୋଟି ଟଙ୍କା  । ସ୍ୱାସ୍ଥ୍ୟ ବିଭାଗ ପାଇଁ ରହିଛି ୧୫ ହଜାର ୭୫୬ କୋଟି  ।

>