ନ୍ୟୁଜ୍ ମମିତା ମିଷ୍ଟ୍ରି 25 Dec, 2021 12 mins read 304 views କଳାହାଣ୍ଡିର ଜଣେ ସ୍କୁଲ ଅଧ୍ୟକ୍ଷା ହଠାତ୍ ରାସ୍ତାରୁ ନିଖୋଜ୍ ହେବା ଏବଂ ଏହି ଘଟଣାରେ ଆଜି ମହାଲିଙ୍ଗ୍ ସ୍ଥିତ ଷ୍ଟାଡିୟମରୁ ଏକ ଗଳିତ ଶବ ଉଦ୍ଧାର ହେବା ଏହି ମାମଲାକୁ ଏବେ ଅଧିକ ରହସ୍ୟମୟ କରିଦେଇଛି ।
ନ୍ୟୁଜ୍ ଆରପାରିରେ ବରିଷ୍ଠ ରାଜନେତା ରାମକୃଷ୍ଣ ପଟ୍ଟନାୟକ 24 Dec, 2021 0 mins read 171 views ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକଙ୍କର ସକାଳ ସାଢ଼େ ୯ଟାରେ ଭୁବନେଶ୍ବରରେ ପରଲୋକ ହୋଇଯାଇଛି।