Loading...

ରାଜନୀତି

ମାତ୍ର ଅଧ ଘଣ୍ଟାଏରେ ବଜେଟ ତିଆରି କରିଦେବେ ଦିଦି

ମାତ୍ର ଅଧ ଘଣ୍ଟାଏରେ ବଜେଟ ତିଆରି କରିଦେବେ ଦିଦି

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ବଜେଟ୍ ୨୦୨୩କୁ ନେଇ ନରେନ୍ଦ୍ର ମୋଦୀ ସରକାର ଉପରେ ଆକ୍ରମଣ କରିଛନ୍ତି। ଆଗାମୀ ଲୋକସଭା ନିର୍ବାଚନ ସହିତ ବଜେଟ୍ ୨୦୨୩କୁ ଯୋଡି ମମତା ସରକାରଙ୍କୁ ଟାର୍ଗେଟ କରିଛନ୍ତି।

ବଜେଟ୍‌ ୨୦୨୩-୨୪: ଅର୍ଥାଭାବରୁ ଜାମିନ ପାଉ ନ ଥିବା ଗରିବ କଏଦୀମାନଙ୍କୁ ଆର୍ଥିକ ସହାୟତା

ବଜେଟ୍‌ ୨୦୨୩-୨୪: ଅର୍ଥାଭାବରୁ ଜାମିନ ପାଉ ନ ଥିବା ଗରିବ କଏଦୀମାନଙ୍କୁ ଆର୍ଥିକ ସହାୟତା

ଗତବର୍ଷ ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟର ମୁଖ୍ୟ ବିଚାରପତିମାନଙ୍କ ମିଳିତ ସମ୍ମିଳନୀର ଉଦ୍‌ଘାଟନୀ ଅଧିବେଶନରେ ଉଦ୍‌ବୋଧନ ଦେବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିବେଦନ କରିଥିଲେ ଯେ, ଜେଲ୍‌ରେ ପଡ଼ିରହିଥିବା ବିଚାରାଧୀନ କଏଦୀମାନଙ୍କ ମାମଲା ଉପରେ ପ୍ରାଧାନ୍ୟ ଦେଇ ମାନବିକତା ଦୃଷ୍ଟିକୋଣରୁ ଆଇନ ଅନୁସାରେ ସେମାନଙ୍କୁ ମୁକ୍ତ କରାଯାଉ।

ଆଜି ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ଆଜି ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବେ । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ମୋଦୀ ସରକାରଙ୍କ ଏହାର ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ ହେବ । ଆସନ୍ତାବର୍ଷ ସାଧାରଣ ନିର୍ବାଚନ ପୂର୍ବରୁ ଏହି ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ ମାଧ୍ୟମରେ ସରକାର ସବୁବର୍ଗର ଲୋକଙ୍କ ଆଶାକୁ ପୂରଣ କରିବାକୁ ପ୍ରୟାସ କରିପାରନ୍ତି ।

ଆର୍ଥିକ ବର୍ଷ ୨୦୨୪ରେ ଭାରତର ଜିଡିପି ୬.୫% ଆକଳନ କରାଯାଇଛି

ଆର୍ଥିକ ବର୍ଷ ୨୦୨୪ରେ ଭାରତର ଜିଡିପି ୬.୫% ଆକଳନ କରାଯାଇଛି

ଆସନ୍ତାକାଲି ହେବାକୁ ଥିବା ବଜେଟ ଅଧ‌ିବେଶନରେ ପ୍ରଥମ ଦିନରେ ଲୋକସଭାରେ ୨୦୨୨-୨୩ ଆର୍ଥିକ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ ହେବ। ଅର୍ଥନୈତିକ ସର୍ଭେ ଆମ ଦେଶର ଅର୍ଥନୀତିର ଏକ ଚିତ୍ର ପ୍ରଦାନ କରିଥାଏ ।

ଆଜି ଆଶାରାମ ବାପୁଙ୍କ ବିରୋଧରେ ଦଣ୍ଡ ଘୋଷଣା କରିବେ ଗାନ୍ଧିନଗର କୋର୍ଟ

ଆଜି ଆଶାରାମ ବାପୁଙ୍କ ବିରୋଧରେ ଦଣ୍ଡ ଘୋଷଣା କରିବେ ଗାନ୍ଧିନଗର କୋର୍ଟ

ବିବାଦୀୟ ଗଡମ୍ୟାନ ଆଶାରାମ ବାପୁଙ୍କ ବିରୋଧରେ ଆଜି ଦଣ୍ଡ ଘୋଷଣା କରିବେ ଗାନ୍ଧିନଗର କୋର୍ଟ । ୨୦୧୩ ଦୁଷ୍କର୍ମ ମାମଲାରେ କୋର୍ଟ ଆଜି କରିବେ ଦଣ୍ଡ ଘୋଷଣା ।

ଆଜିଠାରୁ ସଂସଦର ବଜେଟ୍‌ ଅଧିବେଶନ

ଆଜିଠାରୁ ସଂସଦର ବଜେଟ୍‌ ଅଧିବେଶନ

ଆଜିଠାରୁ ସଂସଦର ବଜେଟ୍‌ ଅଧିବେଶନ । ଅଧିବେଶନର ପ୍ରଥମ ଦିନରେ ଆଜି ଉପସ୍ଥାପନ ହେବ ଅର୍ଥନୈତିକ ସର୍ଭେ ରିପୋର୍ଟ। ଏହା ପରେ ଆସନ୍ତାକାଲି ସାଧାରଣ ବଜେଟ ଉପସ୍ଥାପନ କରିବେ ନିର୍ମଳା ସୀତାରମଣ । ଏପ୍ରିଲ୍‌ ୬ ଯାଏ ଚାଲିବ ଏହି ଅଧିବେଶନ

ପଞ୍ଚଭୂତରେ ଲୀନ ହେଲା ନବ ଦାସଙ୍କ ମରଶରୀର

ପଞ୍ଚଭୂତରେ ଲୀନ ହେଲା ନବ ଦାସଙ୍କ ମରଶରୀର

ଝାରସୁଗୁଡ଼ା ଖେରୁଆଲ୍‌ ଶ୍ମଶାନରେ ନବ ଦାସଙ୍କ ଶେଷକୃତ୍ୟ ସମ୍ପନ୍ନ। ନବ ଦାସଙ୍କ ପୁଅ ବିଶାଲ ଦାସ ଦେଲେ ମୁଖାଗ୍ନି । ଶେଷକୃତ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ୩ ମନ୍ତ୍ରୀ ଉପସ୍ଥିତ ଥିଲେ ।

ଆଜି ସନ୍ଧ୍ୟା ୫ ଟାରେ ଝାରସୁଗୁଡା ଖେରୁଆଲ ଘାଟରେ ନବ ଦାସଙ୍କ ଅନ୍ତିମ ସଂସ୍କାର

ଆଜି ସନ୍ଧ୍ୟା ୫ ଟାରେ ଝାରସୁଗୁଡା ଖେରୁଆଲ ଘାଟରେ ନବ ଦାସଙ୍କ ଅନ୍ତିମ ସଂସ୍କାର

ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କର ପାର୍ଥିବ ଶରୀର ଆଜି ପୂର୍ବାହ୍ନ ୧୧ଟାରେ ଝାରସୁଗୁଡା ବିମାନବନ୍ଦରରେ ପହଞ୍ଚିବା ପରେ ରାଜ୍ୟର ବହୁ ମନ୍ତ୍ରୀ, ବିଧାୟକ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ। ସେଠାରୁ ସରବାହାଲ ସ୍ଥିତ ବାସଭବନକୁ ପାର୍ଥିବ ଶରୀର ନିଆଯାଇଥିଲା।

>