Loading...

ରାଜନୀତି

ଆରପାରିରେ ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲ

ଆରପାରିରେ ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲ

ଶିରୋମଣୀ ଅକାଳୀ ଦଳ ପ୍ରତିଷ୍ଠାତା ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲଙ୍କ ଦେହାନ୍ତରେ କେନ୍ଦ୍ର ସରକାର ଦୁଇ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି ।

ଝାରସୁଗୁଡା ଉପନିର୍ବାଚନ, ଆଜିଠୁ ପ୍ରଚାର ମଇଦାନରେ ୯ ପ୍ରାର୍ଥୀ

ଝାରସୁଗୁଡା ଉପନିର୍ବାଚନ, ଆଜିଠୁ ପ୍ରଚାର ମଇଦାନରେ ୯ ପ୍ରାର୍ଥୀ

ଝାରସୁଗୁଡ଼ା ଉପନିର୍ବାଚନରେ ୯ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ହେବ।ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଅନ୍ତିମ ଦିନରେ ସ୍ବାଧୀନ ପ୍ରାର୍ଥୀ ଭୁବନେଶ୍ବର ଗର୍ଡ଼ିଆ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଥିଲେ।

ଯେଉଁଠି ଦିନେ ବିଜେଡ଼ି ଅଖିମୁଠି ଅନୁକୂଳ କରୁଥିଲା ଆଜି ବିଜେପି କରୁଛି, ବିଜେପି ସାଥିରେ ମିଥୁନ ଚକ୍ରବର୍ତୀ

ଯେଉଁଠି ଦିନେ ବିଜେଡ଼ି ଅଖିମୁଠି ଅନୁକୂଳ କରୁଥିଲା ଆଜି ବିଜେପି କରୁଛି, ବିଜେପି ସାଥିରେ ମିଥୁନ ଚକ୍ରବର୍ତୀ

ପୁରୀ ଜିଲ୍ଲା ପିପିଲିର ଲକ୍ଷ୍ମୀନାରାୟଣପୁରଠାରେ ପ୍ରତିବର୍ଷ ବିଜେଡ଼ି ମୁଖ୍ୟ ନବୀନ ପଟ୍ଟନାୟକ ଅଖିମୁଠି ଅନୁକୂଳ କରୁଥିଲାବେଳେ ଗତକାଲି କିନ୍ତୁ ସେଠାରେ ବିଜେଡ଼ିର ଦବଦବା ଦେଖିବାକୁ ମିଳିଥିଲା। କେବେଳ ବିଜେପି ନେତା ନୁହନ୍ତି ଓଡିଆ ଚଳଚିତ୍ର ତଥା ବଲିଉଡର ଆଗାଧଡିର ଅଭିନେତା ମିଥୁନ ଚକ୍ରବତ୍ତୀବି ଉପସ୍ଥିତ ରହିଥିଲେ।

ଆସନ୍ତାକାଲି ଓୟୁଏଟି ପଡିଆରେ ଅଖି ମୁଠି ଅନୁକୂଳ କରିବେ ନବୀନ ପଟ୍ଟନାୟକ

ଆସନ୍ତାକାଲି ଓୟୁଏଟି ପଡିଆରେ ଅଖି ମୁଠି ଅନୁକୂଳ କରିବେ ନବୀନ ପଟ୍ଟନାୟକ

ଓୟୁଏଟି ଫାର୍ମରେ ଅଖିମୁଠି ଅନୁକୂଳ କରିବେ ନବୀନ ପଟ୍ଟନାୟକ । ଏହାପରେ ମିଶନଶକ୍ତି କାଫେ ସହ କୃଷି ସମୀକ୍ଷା କେନ୍ଦ୍ର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ।

ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଟ୍ବିଟର ଆକାଉଣ୍ଟରୁ ଉଡିଗଲା ବ୍ଲୁ ଟିକ୍

ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଟ୍ବିଟର ଆକାଉଣ୍ଟରୁ ଉଡିଗଲା ବ୍ଲୁ ଟିକ୍

ଗତକାଲି ମଧ୍ୟ ରାତ୍ରିରେ ଟ୍ବିଟର ପକ୍ଷରୁ ବିଶ୍ବବ୍ୟାପୀ ହଜାର ହଜାର ଆକାଉଣ୍ଟ୍‌ରୁ ବ୍ଲୁ ଟିକ୍ ପ୍ରତ୍ୟାହାର କରାଯାଇଛି।

ଝାରସୁଗୁଡା ଉପନିର୍ବାଚନ: ମୋଟ ୧୪ ଜଣ ପ୍ରାର୍ଥୀଙ୍କ ଆଜିଠୁ ହେବ ପାର୍ଥୀପତ୍ର ଯାଞ୍ଚ

ଝାରସୁଗୁଡା ଉପନିର୍ବାଚନ: ମୋଟ ୧୪ ଜଣ ପ୍ରାର୍ଥୀଙ୍କ ଆଜିଠୁ ହେବ ପାର୍ଥୀପତ୍ର ଯାଞ୍ଚ

ଝାରସୁଗୁଡା ଉପନିର୍ବାଚନ ପାଇଁ ଗତକାଲି ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଥିବାବେଳେ ଆଜି ପ୍ରାର୍ଥୀପତ୍ର ଯାଞ୍ଚ ହେବ ।

>