Loading...

ରାଜନୀତି

ମାଗିଲେ ମିଳିବ ଶସ୍ତା ବିଜୁଳି

ମାଗିଲେ ମିଳିବ ଶସ୍ତା ବିଜୁଳି

ବିନା ଆବେଦନରେ ସବସିଡି ଯୁକ୍ତ ବିଜୁଳି ପାଇବେ ନାହିଁ ଉପଭୋକ୍ତା । ଏଭଳି ଘୋଷଣା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଦେଶର ରାଜଧାନୀ ଦିଲ୍ଲୀରେ ବିଜୁଳି ବଣ୍ଟନ ନିୟମରେ ବଡ ପରିବର୍ତ୍ତନ କରିଛନ୍ତି ଦିଲ୍ଲୀ ସରକାର ।

ମୋଦୀଙ୍କ ଜନ୍ମ ଦିନରେ ନବଜାତ ଶିଶୁଙ୍କୁ ମିଳିବ ସୁନା ମୁଦି

ମୋଦୀଙ୍କ ଜନ୍ମ ଦିନରେ ନବଜାତ ଶିଶୁଙ୍କୁ ମିଳିବ ସୁନା ମୁଦି

ଭାରତୀୟ ଜନତା ପାର୍ଟିର ତାମିଲନାଡୁ ୟୁନିଟ୍ କିଛି ନୂଆ ପ୍ଲାନ୍‌ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ନବଜାତ ଶିଶୁମାନଙ୍କୁ ସୁନା ରିଙ୍ଗ ଦେବାକୁ ନିଷ୍ପତ୍ତି ନେଇଛନ୍ତି।।

ରାମଲୀଳାରେ ଅଭିନୟ କରିବେ ୩ କେନ୍ଦ୍ରମନ୍ତ୍ରୀ

ରାମଲୀଳାରେ ଅଭିନୟ କରିବେ ୩ କେନ୍ଦ୍ରମନ୍ତ୍ରୀ

ଋଷି ବଶିଷ୍ଠଙ୍କ ରୋଲ୍ କରିବେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ କୁମାର ଚୌ‌ବେ। ଇସ୍ପାତ ରାଷ୍ଟ୍ରମନ୍ତ୍ରୀ ଫଗନ ସିଂହ କୁଲସ୍ତେ ଋଷି ଅଗସ୍ତ୍ୟଙ୍କ ରୋଲ୍ କରିବେ। ସଂସଦୀୟ ବ୍ୟାପାର ଓ ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଭଜନ ଗାନ କରିବେ।

ମୁକୁଲ କେକେ ବେଣୁଗୋପାଳଙ୍କ ପରେ ମୁକୁଲ ରୋହତଗୀ ଆଗାମୀ ଆଟର୍ଣ୍ଣି ଜେନେରାଲ

ମୁକୁଲ କେକେ ବେଣୁଗୋପାଳଙ୍କ ପରେ ମୁକୁଲ ରୋହତଗୀ ଆଗାମୀ ଆଟର୍ଣ୍ଣି ଜେନେରାଲ

ମୁକୁଲ ରୋହତଗୀଙ୍କୁ ଭାରତର ଆଟର୍ଣ୍ଣି ଜେନେରାଲ ଭାବରେ ନିଯୁକ୍ତ କରାଯାଇଛି। ସେ ଅକ୍ଟୋବର ୧ ରୁ ତାଙ୍କର ଦ୍ୱିତୀୟ କାର୍ୟ୍ୟକାଳ ଆରମ୍ଭ କରିବେ ।ରୋହତଗୀ କେ କେ ବେଣୁଗୋପାଳଙ୍କ ପରେ କାର୍ଯ୍ୟଭାର ସମ୍ଭାଳିବେ ।

ଚତୁର୍ଥ ଲହର ଚିନ୍ତା: ଆଜି ମଧ୍ୟାହ୍ନ ୧୨ଟାରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

ଚତୁର୍ଥ ଲହର ଚିନ୍ତା: ଆଜି ମଧ୍ୟାହ୍ନ ୧୨ଟାରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

ଚତୁର୍ଥ ଲହର ଚିନ୍ତା। ଦେଶର କୋଭିଡ ସ୍ଥିତି ନେଇ ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମଧ୍ୟାହ୍ନ ୧୨ଟାରେ ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ କଥା ହେବେ ।

ଦଳ ବିରୋଧୀ ମନ୍ତବ୍ୟ ଦେଇଥିବାରୁ ସୁର ରାଉତରାୟଙ୍କୁ ନିରଞ୍ଜନଙ୍କ କାରଣ ଦର୍ଶାଅ ନୋଟିସ

ଦଳ ବିରୋଧୀ ମନ୍ତବ୍ୟ ଦେଇଥିବାରୁ ସୁର ରାଉତରାୟଙ୍କୁ ନିରଞ୍ଜନଙ୍କ କାରଣ ଦର୍ଶାଅ ନୋଟିସ

ସୁର ରାଉତରାଏ କେଉଁ ପରିସ୍ଥିତିରେ ଏଭଳି ବୟାନ ଦେଲେ ବୋଲି ପିସିସି ମୁଖିଆ ପ୍ରଶ୍ନ କରିଥିଲେ । କେଉଁ ପରିସ୍ଥିତିରେ ଏଭଳି ମନ୍ତବ୍ୟ ଦେଲେ ଶୀଘ୍ର ଉତ୍ତର ଦେବାକୁ ନୋଟିସ୍ କରିଥିଲେ ନିରଞ୍ଜନ ।

ପାକିସ୍ତାନ ଫେରିବେ ନଓ୍ଵାଜ ସରିଫ୍‌

ପାକିସ୍ତାନ ଫେରିବେ ନଓ୍ଵାଜ ସରିଫ୍‌

ଇମ୍ରାନ୍‌ ଖାନ୍‌ଙ୍କୁ ଗାଦିରୁ ହଟାଇ ପାକିସ୍ତାନର ପ୍ରଧାନମନ୍ତ୍ରୀ ପଦରେ ବସିବା ପରେ ଶେହବାଜ୍‌ ସରିଫ୍‌ ଏବେ ଭାଇ ନଓ୍ଵାଜ ସରିଫ୍‌ଙ୍କୁ ଦେଶକୁ ଫେରାଇ ଆଣିବା ଉପରେ ଅଧିକ ଜୋର୍‌ ଦେଉଛନ୍ତି। ସେ ପ୍ରଧାନମନ୍ତ୍ରୀ ପଦରେ ବସିବା ପରେ ଏ ନେଇ ଘୋଷଣା କରିଥିଲେ।

ଖୁବଶୀଘ୍ର RJD ଛାଡିବେ ଲାଲୁଙ୍କ ବଡପୁଅ ତେଜ ପ୍ରତାପ

ଖୁବଶୀଘ୍ର RJD ଛାଡିବେ ଲାଲୁଙ୍କ ବଡପୁଅ ତେଜ ପ୍ରତାପ

ରାଷ୍ଟ୍ରୀୟ ଜନତା ଦଳରୁ (RJD) ଇସ୍ତଫା ଦେବେ ପାର୍ଟି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ବଡ ପୁଅ ତେଜ ପ୍ରତାପ ଯାଦବ । ଇସ୍ତଫା ନେଇ ନିଜେ ତେଜ ପ୍ରତାପ ନିଜ ଟ୍ବିଟରରେ ଘୋଷଣା କରିଛନ୍ତି ।

>