Loading...

ବାସ୍ତୁ

ଅଟକିଥିବା କାର୍ଯ୍ୟକୁ ସମ୍ପୂର୍ଣ୍ଣ କରେ ମୟୂର ପର

ଅଟକିଥିବା କାର୍ଯ୍ୟକୁ ସମ୍ପୂର୍ଣ୍ଣ କରେ ମୟୂର ପର

ଘରୁ ବାସ୍ତୁଦୋଷ ଦୂର କରିବା ପାଇଁ ବିଭିନ୍ନ ପ୍ରକାରର ଜିନିଷର ବ୍ୟବହାର କରିବାକୁ କୁହାଯାଏ। ତା’ ମଧ୍ୟରୁ ଗୋଟିଏ ହେଉଛି  ମୟୂର ପର। ତା’ହେଲେ ଆସନ୍ତୁ ଜାଣିବା ଘରେ ମୟୂର ପର ରଖିଲେ କ’ଣ ସବୁ ଫାଇଦା ମିଳେ।

ଏବେ ୨୦୨୭ ପର୍ଯ୍ୟନ୍ତ ଚମକିବେ ଏହି ୩ ରାଶି ବ୍ୟକ୍ତିଙ୍କ ଜୀବନ

ଏବେ ୨୦୨୭ ପର୍ଯ୍ୟନ୍ତ ଚମକିବେ ଏହି ୩ ରାଶି ବ୍ୟକ୍ତିଙ୍କ ଜୀବନ

ଧନପତି କୁବେର ରାଜା ହୋଇସାରିଲେଣି। ଏଣୁ ଏବେ ୩ ଟି ରାଶିର ଭାଗ୍ୟ ଚମକିବ। ଏବେ ଠାରୁ ୨୦୨୭ ମସିହା ପର୍ଯ୍ୟନ୍ତ ଏହି ରାଶିଙ୍କ ପ୍ରତି କୁବେରଙ୍କ ଆଶିର୍ବାଦ ବର୍ଷିବ।

ଜାତକରେ ଶନିଦଶା ଥିଲେ, ଆପଣାନ୍ତୁ ଏହି ଉପାୟ

ଜାତକରେ ଶନିଦଶା ଥିଲେ, ଆପଣାନ୍ତୁ ଏହି ଉପାୟ

ଆପଣମାନେ ସମସ୍ତେ ଜାଣିଥିବେ କି ଶନି ଗ୍ରହ ଏକ ବଡ ଗ୍ରହ । ଯଦି କୌଣସି ବ୍ୟକ୍ତିଙ୍କ ଉପରେ ଶନିଙ୍କ ଖରାପ ଦୃଷ୍ଟି ପଡେ ତାହାଲେ ସେହି ବ୍ୟକ୍ତିଙ୍କ ଜୀବନରେ ସମସ୍ୟା ଲାଗି ରହିଥାଏ ।

କଳାଜାଇ ଦିଏ ମଣିଷର ସ୍ୱଭାବ ଓ ଗୁଣ ବିଷୟରେ ସୂଚନା, ଜାଣନ୍ତୁ କିପରି

କଳାଜାଇ ଦିଏ ମଣିଷର ସ୍ୱଭାବ ଓ ଗୁଣ ବିଷୟରେ ସୂଚନା, ଜାଣନ୍ତୁ କିପରି

ଯଦି କୌଣସି ବ୍ୟକ୍ତିଙ୍କର ମଥାରେ କଳାଜାଇ ଅଛି, ତା’ହେଲେ ସେ ବୁଦ୍ଧିମାନ୍‌। ସେ କୌଣସି କଥାକୁ ବିନା ତର୍କରେ ଗ୍ରହଣ କରନ୍ତି ନାହିଁ। ତା’ ସହିତ ଏପରି ବ୍ୟକ୍ତିଙ୍କ ପାଖରେ କେବେ ଧନର ଅଭାବ ରହେ ନାହିଁ।

ଜାତକରୁ ଗ୍ରହଦୋଷ କାଟିଥାଏ ଲଙ୍କା, ଜାଣନ୍ତୁ କିପରି

ଜାତକରୁ ଗ୍ରହଦୋଷ କାଟିଥାଏ ଲଙ୍କା, ଜାଣନ୍ତୁ କିପରି

ବାସ୍ତୁଶାସ୍ତ୍ର ବିଶାରଦଙ୍କ ମତରେ କେବଳ ଲଙ୍କା ନୁହେଁ ଏଥିରେ ପ୍ରସ୍ତୁତ କିଛି ବ୍ୟଞ୍ଜନ ମଧ୍ୟ ଦାନ କରିପାରିବେ। କିନ୍ତୁ ମନେ ରଖନ୍ତୁ ଲଙ୍କାର ଅଧିକ ବ୍ୟବହାର କରିବା ଉଚିତ ନୁହେଁ। ଏହାକୁ ଆବଶ୍ୟକ ମାତ୍ରାରେ ବ୍ୟବହାର କରିବା ଦ୍ୱାରା ଗ୍ରହମାନଙ୍କ ସ୍ଥିତି ମଜବୁତ୍‌ ହୋଇଥାଏ।

ମୃତ୍ୟୁ ପୂର୍ବରୁ ମିଳିଥାଏ ଏହି ସଙ୍କେତ, ଜାଣନ୍ତୁ କିପରି

ମୃତ୍ୟୁ ପୂର୍ବରୁ ମିଳିଥାଏ ଏହି ସଙ୍କେତ, ଜାଣନ୍ତୁ କିପରି

ଧରାପୃଷ୍ଟରେ ଯେଉଁମନେ ଜନ୍ମ ହୋଇଛନ୍ତି ତାଙ୍କ ମୃତ୍ୟୁ ଏକ ଅଟଳ ସତ୍ୟ । ମୃତ୍ୟୁ କବଳରୁ ଆଜିଯାଏଁ କେହି ବି ମୁକୁଳି ପାରିନାହାନ୍ତି । ଶାସ୍ତ୍ର ଅନୁସାରେ ମୃତ୍ୟୁ ମଣିଷରେ କର୍ମ ଉପରେ ନିର୍ଭର କରେ ।

ଚାଲିରୁ ଜାଣନ୍ତୁ ବ୍ୟକ୍ତିର ସ୍ୱଭାବ

ଚାଲିରୁ ଜାଣନ୍ତୁ ବ୍ୟକ୍ତିର ସ୍ୱଭାବ

ବହୁତ ଲୋକ ଏପରି ଥାନ୍ତି ଯେଉଁମାନେ କି ଚାଲିବା ବେଳେ କିଛି ଶବ୍ଦ ହୋଇନଥାଏ। ଏହି ଲୋକମାନେ ଜୀବନ ନିଜ ପାଇଁ ହିଁ ବଞ୍ଚିଥାନ୍ତି। ଏଥିପାଇଁ କିଛି ଲୋକ ଏମାନଙ୍କୁ ସ୍ୱାର୍ଥୀ ବୋଲି ମଧ୍ୟ କହିଥାନ୍ତି। ଆହୁରି ମଧ୍ୟ ଏହି ଲୋକଙ୍କ ମଧ୍ୟରେ ବହୁତ ଆତ୍ମବିଶ୍ୱାସ ଦେଖିବାକୁ ମିଳିଥାଏ।

>