Loading...

ବାସ୍ତୁ

ଯଦି ବାଟରେ ବିଲେଇ ଆପଣଙ୍କ ରାସ୍ତା କାଟେ, ତାହେଲେ ଜାଣନ୍ତୁ କଣ କହୁଛି ଶାସ୍ତ୍ର

ଯଦି ବାଟରେ ବିଲେଇ ଆପଣଙ୍କ ରାସ୍ତା କାଟେ, ତାହେଲେ ଜାଣନ୍ତୁ କଣ କହୁଛି ଶାସ୍ତ୍ର

ଅଧିକାଂଶ ଲୋକମାନେ ରାସ୍ତାରେ ବିଲେଇ ପାସ୍‌ କରିବାକୁ ଅଶୁଭ ବୋଲି ମାନିଥାନ୍ତି। କିନ୍ତୁ ପ୍ରତ୍ୟେକ ଥର ରାସ୍ତାରେ ବିଲେଇ ପାସ୍‌ କରିବାର ଅଥଁ ନୁହେଁ ଆପଣଙ୍କ ସହ କିଛି ଖରାପ ହେବ।

ଧନର ମହାଯୋଗ ଆଣିଥାଏ ଦୁବ ଘାସ ତିଳକ, ଥରେ ଆପଣେଇ ଦେଖନ୍ତୁ

ଧନର ମହାଯୋଗ ଆଣିଥାଏ ଦୁବ ଘାସ ତିଳକ, ଥରେ ଆପଣେଇ ଦେଖନ୍ତୁ

ଧାର୍ମିକ ଗ୍ରନ୍ଥ ଏବଂ ପୁରାଣରେ ଦୁବ ଘାସକୁ ବହୁତ ଚମତ୍କାରୀକ ବୋଲି ଧରାଯାଏ। ଧଳା ଗାଈ କ୍ଷୀରରେ ଦୁବ ଘାସକୁ ମିଶାଇ ତିଳକ କରିବା ଦ୍ୱାରା ଧନର ଯୋଗ ରହିଥାଏ ତଥା ବ୍ୟକ୍ତିଙ୍କୁ ଧନ ପ୍ରାପ୍ତି ହୋଇଥାଏ।

ଏକମୁଖି ରୁଦ୍ରାକ୍ଷ ଧାରଣ ଦ୍ଵାରା ମିଳିଥାଏ ଏହି ସବୁ ଫାଇଦା

ଏକମୁଖି ରୁଦ୍ରାକ୍ଷ ଧାରଣ ଦ୍ଵାରା ମିଳିଥାଏ ଏହି ସବୁ ଫାଇଦା

ହିନ୍ଦୁ ଧର୍ମ ଅନୁସାରେ ଭଗବାନ ଶିବଙ୍କ ଆଖିର ଲୁହରୁ ରୁଦ୍ରାକ୍ଷର ସୃଷ୍ଟି ହୋଇଥିଲା। ଏହା ସହ ତାଙ୍କ ଆଖିରୁ ଯେତେବେଳେ ପ୍ରଥମ ଥର ଏବଂ ପ୍ରଥମ ଟୋପା ଲୁହ ବୋହିଥିଲା ସେତେବେଳେ ଏକମୁଖି ରୁଦ୍ରାକ୍ଷର ସୃଷ୍ଟି ହୋଇଥିଲା।

ଗରିବ ବନିବାକୁ ଚାହୁଁ ନାହାନ୍ତି ତ ଭୁଲରେ ବି ପିନ୍ଧନ୍ତୁ ନାହିଁ ଏହି ରଙ୍ଗର ଜୋତା

ଗରିବ ବନିବାକୁ ଚାହୁଁ ନାହାନ୍ତି ତ ଭୁଲରେ ବି ପିନ୍ଧନ୍ତୁ ନାହିଁ ଏହି ରଙ୍ଗର ଜୋତା

କପଡା କିଣୁଥିବା ସମୟରେ ଆମେ କପଡାର ରଙ୍ଗ ତଥା ତାର ସାଇଜ ଉପରେ ବହୁତ ଧ୍ୟାନ ଦେଉ ଯେତେବେଳେ କି ଜୋତା କିଣୁଥିବା ସମୟରେ ଆମେ ରଙ୍ଗ ଉପରେ ଏତେ ବି ରୁଚି ଦେଖାଉ ନାହିଁ।

>