ଅଫିସ୍ରେ ସମସ୍ୟା ଲାଗିରହୁଥିଲେ ଆପଣାନ୍ତୁ କେତେକ ବାସ୍ତୁ ଟିପ୍ସ
ଆମ କାର୍ଯ୍ୟସ୍ଥଳର ସମ୍ବନ୍ଧ ସିଧାସଳଖ ଶନି ଭଗବାନଙ୍କ ସହ ଥାଏ। କୁହାଯାଏ, ଶନି ଦଶା ପଡ଼ିଲେ କାର୍ଯ୍ୟସ୍ଥଳରେ ନାନା ସମସ୍ୟା ଉପୁଜେ।
Loading...
ଆମ କାର୍ଯ୍ୟସ୍ଥଳର ସମ୍ବନ୍ଧ ସିଧାସଳଖ ଶନି ଭଗବାନଙ୍କ ସହ ଥାଏ। କୁହାଯାଏ, ଶନି ଦଶା ପଡ଼ିଲେ କାର୍ଯ୍ୟସ୍ଥଳରେ ନାନା ସମସ୍ୟା ଉପୁଜେ।
ହିନ୍ଦୁ ଧର୍ମର ସବୁ ଗ୍ରନ୍ଥ ଜ୍ଞାନର ଭଣ୍ଡାର ଅଟେ । ଏହି ଗ୍ରନ୍ଥରେ ଥିବା ନିୟମ ସବୁକୁ ଅନୁସରଣ କରିବା ଦ୍ୱାରା ମନୁଷ୍ୟ ସଫଳତାର ଶିଖର ଛୁଇଁ ପାରିବ ।
ସାଧାରଣତଃ ଅଧିକାଂଶ ସମୟରେ ଆମେ ଶୋଇବା ପରେ ସ୍ବପ୍ନ ଦେଖିଥାଉ। ହେଲେ ଖୁବକମ୍ ଲୋକ ଏ ବିଷୟରେ ଅବଗତ ଯେ ପ୍ରତ୍ୟେକ ସ୍ବପ୍ନର କିଛି ଅର୍ଥ ଥାଏ।
ବାସ୍ତୁଶାସ୍ତ୍ରରେ ସୁନାର ଏକ ବିଶେଷ ସ୍ଥାନ ରହିଛି। କୁହାଯାଏ, ସୁନା ଜିନିଷ ଧାରଣ କଲେ ଏକାଗ୍ରତା ବଢ଼େ ଓ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଲାଭ ମିଳିଥାଏ।
ଶନିଦେବଙ୍କୁ ପୂଜା କଲା ବେଳେ ଏହି କଥା ପ୍ରତି ଧ୍ୟାନ ରଖନ୍ତୁ: ଶନିଙ୍କ ମୂର୍ତ୍ତି ସମ୍ମୁଖରେ ପୂଜା କରନ୍ତୁ ନାହିଁ, ଯଦି ଆପଣ ଶନିଙ୍କୁ ପୂଜା କରିବାକୁ ଚାହୁଁଛନ୍ତି ତେବେ ଯେଉଁଠି ଶିଳା ରୂପେ ଶନି ଅଛନ୍ତି ତାଙ୍କୁ ପୂଜନ୍ତୁ ।
ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ମୋତି ଚନ୍ଦ୍ରମାଙ୍କର ରତ୍ନ ଅଟେ। ଏହାକୁ ଧାରଣ କରିବା ଦ୍ୱାରା ଚନ୍ଦ୍ରମାଙ୍କର ସମସ୍ତ ଦୋଷ ଦୂର ହୋଇଥାଏ। ଚନ୍ଦ୍ରମା ମାନସିକ ଦୁଶ୍ଚିତାକୁ ଦୂର କରିଥାଆନ୍ତି।
ସାଧାରଣତଃ ତୁଳସୀ ଗଛର ଧାର୍ମିକ ମହତ୍ବ ଏବଂ ଔଷଧୀୟ ଗୁଣ ବିଷୟରେ ଆମେ ସମସ୍ତେ ଜାଣନ୍ତି। ଏହି ଗଛ ଘରେ ରହିବା ଶୁଭପ୍ରଦ ବୋଲି କୁହାଯାଏ।
ସାଧାରଣତଃ ଦେଖିବାକୁ ମିଳେ ଘରେ ଛୋଟ ପିଲା ଥିଲେ ତା‘ର ଦେହ ବାରମ୍ବାର ଖରାପ ହୋଇଥାଏ। ଏପରିକି ବେଳେବେଳେ ପିଲାକୁ ଔଷଧ ଦେବା ପରେ ମଧ୍ୟ ତାହା କାମ କରେ ନାହିଁ।