Loading...

ବାସ୍ତୁ

ବିଭିନ୍ନ ଘଟଣା, ଦୁର୍ଘଟଣାର ମିଳିଥାଏ ପୂର୍ବ ସୂଚନା

ବିଭିନ୍ନ ଘଟଣା, ଦୁର୍ଘଟଣାର ମିଳିଥାଏ ପୂର୍ବ ସୂଚନା

ଏମିତି ବି କିଛି ଘଟଣା ରହିଛି, ଯାହା ଆମକୁ ସାମାନ୍ୟ ଲାଗୁଥିଲେ ବି ତାହା ଭବିଷ୍ୟତରେ ହେବାକୁ ଥିବା କୌଣସି ବଡ଼ ସମସ୍ୟାର ସଙ୍କେତ ଭାବେ ଆମକୁ ପୂର୍ବରୁ ସୂଚନା ଦେଇଥାଏ।

ବାସ୍ତୁ ଅନୁସାରେ ପ୍ରତିଦିନ ସକାଳେ ଏପରି କରିବା ଦ୍ଵାରା ଘରକୁ ହୋଇଥାଏ ମା ଲକ୍ଷ୍ମୀଙ୍କର ଆଗମନ

ବାସ୍ତୁ ଅନୁସାରେ ପ୍ରତିଦିନ ସକାଳେ ଏପରି କରିବା ଦ୍ଵାରା ଘରକୁ ହୋଇଥାଏ ମା ଲକ୍ଷ୍ମୀଙ୍କର ଆଗମନ

ସକାଳୁ ଉଠିବା ମାତ୍ରେ ଘରର ସ୍ତ୍ରୀଲୋକ ଯଦି ପ୍ରତିଦିନ ଦାଣ୍ଡଦୁଆରକୁ ସଫାସୁତୁରା କରିଥାନ୍ତି, ତ’ହେଲେ ଘରକୁ କୌଣସି ପ୍ରକାରର ନକାରାତ୍ମକ ଊର୍ଜ୍ଜା ପ୍ରବେଶ କରେନାହିଁ

ବାସ୍ତୁ ଅନୁସାରେ ନିଜ ପ୍ରେମିକ ବା ପ୍ରେମିକାକୁ ଦିଅନ୍ତୁ ଏହିସବୁ ଗିଫ୍ଟ ଯାହା ଆପଣଙ୍କ ଜୀବନକୁ ସୁଖମୟ କରିଦେବ

ବାସ୍ତୁ ଅନୁସାରେ ନିଜ ପ୍ରେମିକ ବା ପ୍ରେମିକାକୁ ଦିଅନ୍ତୁ ଏହିସବୁ ଗିଫ୍ଟ ଯାହା ଆପଣଙ୍କ ଜୀବନକୁ ସୁଖମୟ କରିଦେବ

ବାସ୍ତୁଶାସ୍ତ୍ରରେ ପ୍ରେମକୁ ନେଇ ଗୋଟିଏ ପ୍ରାଣୀକୁ ଅତ୍ୟନ୍ତ ଶୁଭ ବୋଲି ଗଣନା କରାଯାଏ । ଏହି ଜୀବଟିର ନାମ ହେଉଛି “ଓଟ “ ।

ନୂଆବର୍ଷରେ ଏହି ସବୁ ଜିନିଷ ଘରକୁ ଆଣିବା ଦ୍ଵାରା ବଦଳିଯିବ ଭାଗ୍ୟ

ନୂଆବର୍ଷରେ ଏହି ସବୁ ଜିନିଷ ଘରକୁ ଆଣିବା ଦ୍ଵାରା ବଦଳିଯିବ ଭାଗ୍ୟ

ଆସନ୍ତା ନୂଆ ବର୍ଷଟି ସାରା ପୃଥିବୀ ପାଇଁ ଆଶା ଓ ସମ୍ଭାବନାର ବର୍ଷ ହେଉ। ସମସ୍ତଙ୍କ ଜୀବନର ସୁଖର ଆନନ୍ଦ ଭରି ଦେଉ। ତେବେ ନୂଆବର୍ଷଟି ଆପଣଙ୍କ ପାଇଁ ବେଶ୍‌ ଶୁଭମୟ ହୋଇପାରିବ।

ଶୋଇବା ଶୈଳୀରୁ ଜାଣନ୍ତୁ ବ୍ଯକ୍ତିର ସ୍ଵଭାବ ସମ୍ପର୍କରେ

ଶୋଇବା ଶୈଳୀରୁ ଜାଣନ୍ତୁ ବ୍ଯକ୍ତିର ସ୍ଵଭାବ ସମ୍ପର୍କରେ

ସମସ୍ତଙ୍କର କାମ କରିବା ତରିକା ଯେପରି ଭିନ୍ନ, ସେହିପରି ଶୋଇବା ଢଙ୍ଗ ମଧ୍ୟ ଅଲଗା ହୋଇଥାଏ। ସମୁଦ୍ରଶାସ୍ତ୍ର ଅନୁସାରେ, ଶୋଇବା ଶୈଳୀରୁ ଜଣେ ବ୍ୟକ୍ତିର ବ୍ୟକ୍ତିତ୍ବ ସମ୍ପର୍କରେ ଅନେକ କିଛି ସୂଚନା ମିଳିଥାଏ।

ବାସ୍ତୁ ଅନୁଯାୟୀ ବାଥରୂମରେ ଏହି ସବୁ ଜିନିଷ ରଖିବା ଦ୍ଵାରା ହୋଇଥାଏ କ୍ଷତି

ବାସ୍ତୁ ଅନୁଯାୟୀ ବାଥରୂମରେ ଏହି ସବୁ ଜିନିଷ ରଖିବା ଦ୍ଵାରା ହୋଇଥାଏ କ୍ଷତି

ବାସ୍ତୁ ଶାସ୍ତ୍ରର ଅନେକ ମହତ୍ତ୍ୱ ରହିଛି। ବାସ୍ତୁ ନିୟମର ପାଳନ କରିବା ଦ୍ୱାରା ସଭିଁଙ୍କ ଜୀବନରେ ସୁଖ ଓ ସମୃଦ୍ଧି ପ୍ରବେଶ କରିଥାଏ।

ରାତିରେ ଅଇଁଠା ବାସନ ପକାଇବା ଦ୍ଵାରା ଘରକୁ ଆସେ ଅନେକ ସମସ୍ଯା ଜାଣନ୍ତୁ କିପରି

ରାତିରେ ଅଇଁଠା ବାସନ ପକାଇବା ଦ୍ଵାରା ଘରକୁ ଆସେ ଅନେକ ସମସ୍ଯା ଜାଣନ୍ତୁ କିପରି

ସାଧାରଣତଃ ରାତିରେ ଆମେ ଘରେ ଖାଦ୍ୟ ଖାଇବା ପରେ ବାସନକୁସନ ଧୋଇ ରଖିଥାଉ । କିନ୍ତୁ ଅନେକ ଥର ଆମେ ଏତେ କ୍ଲାନ୍ତ ହୋଇଯାଉ ଯେ ବାସନକୁ ଧୋଇନଥାଉ ଏବଂ ସକାଳେ ଧୋଇବାକୁ ଛାଡିଦେଉ। କିନ୍ତୁ ଏହା ଠିକ୍ ନୁହେଁ। 

ବାସ୍ତୁ ଅନୁସାରେ ଖଟ ତଳେ ଏହି ସବୁ ଜିନିଷ ରଖିବା ନିଷେଧ

ବାସ୍ତୁ ଅନୁସାରେ ଖଟ ତଳେ ଏହି ସବୁ ଜିନିଷ ରଖିବା ନିଷେଧ

ଶୟନ କକ୍ଷରେ ସଠିକ୍‌‌ ଦିଗକୁ ମୁଣ୍ଡ କରି ଶୋଇବା ପରେ ମଧ୍ୟ ଖଟ ତଳେ ଏପରି କେତେକ ଜିନିଷ ରହିଛି ଯାହାକୁ ରଖିବା ଦ୍ୱାରା ନକରାତ୍ମକ ପ୍ରଭାବ ପଡିବା ସହ ଜୀବନରେ ଅଶାନ୍ତି ଲାଗି ରହେ। ଅସଫଳତା ମିଳିବା ସହ ଅନେକ ରୋଗ ଲାଗି ରହିଥାଏ।

>