Loading...

ବାସ୍ତୁ

ମାନସିକ ଦୁଶ୍ଚିନ୍ତାରୁ ମୁକ୍ତି ପାଇବା ପାଇଁ ଧାରଣ କରନ୍ତୁ ମୋତି

ମାନସିକ ଦୁଶ୍ଚିନ୍ତାରୁ ମୁକ୍ତି ପାଇବା ପାଇଁ ଧାରଣ କରନ୍ତୁ ମୋତି

ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ମୋତି ଚନ୍ଦ୍ରମାଙ୍କର ରତ୍ନ ଅଟେ। ଏହାକୁ ଧାରଣ କରିବା ଦ୍ୱାରା ଚନ୍ଦ୍ରମାଙ୍କର ସମସ୍ତ ଦୋଷ ଦୂର ହୋଇଥାଏ। ଚନ୍ଦ୍ରମା ମାନସିକ ଦୁଶ୍ଚିତାକୁ ଦୂର କରିଥାଆନ୍ତି।

ପକେଟରେ ତୁଳସୀ ପତ୍ର ରଖନ୍ତୁ ଓ ଦେଖନ୍ତୁ କେମିତି ବଦଳୁଛି ଆପଣଙ୍କ ଭାଗ୍ୟ

ପକେଟରେ ତୁଳସୀ ପତ୍ର ରଖନ୍ତୁ ଓ ଦେଖନ୍ତୁ କେମିତି ବଦଳୁଛି ଆପଣଙ୍କ ଭାଗ୍ୟ

ସାଧାରଣତଃ ତୁଳସୀ ଗଛର ଧାର୍ମିକ ମହତ୍ବ ଏବଂ ଔଷଧୀୟ ଗୁଣ ବିଷୟରେ ଆମେ ସମସ୍ତେ ଜାଣନ୍ତି। ଏହି ଗଛ ଘରେ ରହିବା ଶୁଭପ୍ରଦ ବୋଲି କୁହାଯାଏ।

ଜାଣନ୍ତୁ ବାସ୍ତୁ ଅନୁଯାୟୀ ପିରାମିଡ ରଖିବାର କେତେକ ଫାଇଦା

ଜାଣନ୍ତୁ ବାସ୍ତୁ ଅନୁଯାୟୀ ପିରାମିଡ ରଖିବାର କେତେକ ଫାଇଦା

ସାଧାରଣତଃ ଦେଖିବାକୁ ମିଳେ ଘରେ ଛୋଟ ପିଲା ଥିଲେ ତା‘ର ଦେହ ବାରମ୍ବାର ଖରାପ ହୋଇଥାଏ। ଏପରିକି ବେଳେବେଳେ ପିଲାକୁ ଔଷଧ ଦେବା ପରେ ମଧ୍ୟ ତାହା କାମ କରେ ନାହିଁ।

୬ ଦିନରେ ଭାଗ୍ୟ ଚମକାଇବ ଲୁଣର ଏହି ୬ ଟି ଉପାୟ, ଆଜି ହିଁ କରି ଦେଖନ୍ତୁ

୬ ଦିନରେ ଭାଗ୍ୟ ଚମକାଇବ ଲୁଣର ଏହି ୬ ଟି ଉପାୟ, ଆଜି ହିଁ କରି ଦେଖନ୍ତୁ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଲୁଣକୁ ଚନ୍ଦ୍ର ଓ ସୂର୍ଯ୍ୟଙ୍କର ପ୍ରତିନିଧି ମାନିଥାନ୍ତି । ଲୁଣକୁ ଯଦି ଆପଣ କୌଣସି ଷ୍ଟିଲ ବା ଲୁହାର ବାସନରେ ରଖନ୍ତି ତେବେ ଏହା ଦ୍ଵାରା ଚନ୍ଦ୍ର ଓ ଶନିଙ୍କର ମିଳନ ହେବ ଯାହାକି ଘାତକ ସିଦ୍ଧ ହୋଇଥାଏ ।

ଭଗବାନ ଶିବଙ୍କ ପୂଜାରେ ଭୁଲରେ ମଧ୍ୟ କରନ୍ତୁ ନାହିଁ ଏହି ବସ୍ତୁର ପ୍ରୟୋଗ

ଭଗବାନ ଶିବଙ୍କ ପୂଜାରେ ଭୁଲରେ ମଧ୍ୟ କରନ୍ତୁ ନାହିଁ ଏହି ବସ୍ତୁର ପ୍ରୟୋଗ

ଦେବିଦେବତାଙ୍କୁ ଖୁସି କରିବା ଏତେ ସହଜ ହୋଇନଥାଏ କିନ୍ତୁ ଯଦି ସଚ୍ଚା ହୃଦୟରେ ଆରାଧନା କରାଯାଏ ତେବେ କୌଣସି ବି ଭଗବାନଙ୍କୁ ପ୍ରସନ୍ନ କରାଯାଇପାରେ ।

ଧନଦାତ୍ରୀଙ୍କୁ ପ୍ରସନ୍ନ କରିବା ପାଇଁ ଘରେ ନିୟମିତ କରନ୍ତୁ ଏହି କାମ

ଧନଦାତ୍ରୀଙ୍କୁ ପ୍ରସନ୍ନ କରିବା ପାଇଁ ଘରେ ନିୟମିତ କରନ୍ତୁ ଏହି କାମ

ଆଜିକାଲିର ଯୁଗରେ ବ୍ୟକ୍ତିଙ୍କ ପାଇଁ ଟଙ୍କା ନିହାତି ଆବଶ୍ୟକ । ଟଙ୍କା ବିନା ସବୁ କିଛି ଅସମ୍ଭବ । ସେଥିପାଇଁ ପ୍ରତ୍ୟେକ ବ୍ୟକ୍ତି ସେମାନଙ୍କର ବ୍ୟାଙ୍କ ବାଲାନ୍ସ ବଢାଇବା ଚିନ୍ତାରେ ରହିଥାନ୍ତି ।

ସ୍ୱାମୀସ୍ତ୍ରୀଙ୍କ ସମ୍ପର୍କରେ ମଧୁରତା ଆଣିବା ପାଇଁ ବେଡ୍‌ରୁମ୍‌ରେ ଲଗାନ୍ତୁ ଏହିସବୁ ଫଟୋ

ସ୍ୱାମୀସ୍ତ୍ରୀଙ୍କ ସମ୍ପର୍କରେ ମଧୁରତା ଆଣିବା ପାଇଁ ବେଡ୍‌ରୁମ୍‌ରେ ଲଗାନ୍ତୁ ଏହିସବୁ ଫଟୋ

ଦାମ୍ପତ୍ୟ ଜୀବନରେ  ବହୁ ଝଡ଼ଝଞ୍ଜାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ବେଳେ ବେଳେ ପରିସ୍ଥିତି ଏପରି ସୃଷ୍ଟି ହୁଏ ଯେ, ବିବାହ ଭାଙ୍ଗିବା ପରିସ୍ଥିତି ସୃଷ୍ଟି ହୁଏ।

>