ଆମେ କ’ଣ ପାଇଁ ତଳେ ବସି ଖାଇଥାଉ, ଜାଣିଛନ୍ତି କି?
ଭାରତୀୟ ପରମ୍ପରାରେ ଲୋକମାନେ ତଳେ ବସି ଖାଇଥାନ୍ତି। ପୂଜା ପର୍ବ ହେଉ ବା କୌଣସି ମନ୍ଦିର ଆମେ ତଳେ ବସି ଖାଇଥାଉ।
Loading...
ଭାରତୀୟ ପରମ୍ପରାରେ ଲୋକମାନେ ତଳେ ବସି ଖାଇଥାନ୍ତି। ପୂଜା ପର୍ବ ହେଉ ବା କୌଣସି ମନ୍ଦିର ଆମେ ତଳେ ବସି ଖାଇଥାଉ।
ବୈବାହିକ ଜୀବନରେ ସବୁବେଳେ ଲାଗୁ ରହୁଛି ମନାନ୍ତର, ମତାନ୍ତର। ଦୂର ହେଉନି ଅଶାନ୍ତି। ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପ୍ରେମ, ଭଲ ପାଇବା ବଦଳରେ ବଢି ଯାଇଛି ରାଗରୁଷା, ମାନ ଅଭିମାନ। ଯେତେ ଚେଷ୍ଟା କଲେ ବି ସମ୍ପର୍କ ସୁଧୁରିବା ନାଁ ଧରୁନି। କାହାକୁ ଏହାର ଦୋଷ ଦେବେ ।
ଆମେ ଆମର ଆରାଧ୍ୟ ଦେବତାଙ୍କୁ ଫୁଲ ବା ଫୁଲମାଳ ଦେଇ ପୂଜାର୍ଚ୍ଚନା କରିଥାଉ। ବିଶ୍ବାସ କରୁ ଯେ ଏହା ଦ୍ବାରା ଆମର ପୁଣ୍ୟ ଅର୍ଜନ ହୁଏ। କିନ୍ତୁ ଶାସ୍ତ୍ର ମତରେ ଏହି ପୂଜାଫୁଲ ତିନି ପ୍ରକାରର। ଏଥିରୁ ମିଳୁଥିବା ପୁଣ୍ୟ ବି ତ୍ରିବିଧ।
ପ୍ରତ୍ୟେକ ବ୍ୟକ୍ତିର ଜୀବନରେ ଶୁଭ ଓ ଅଶୁଭ ଦୁଇଟି ଯାକ ଘଟଣା ଘଟିଥାଏ। ହେଲେ ଆପଣ ଜାଣନ୍ତି କି, ଆମ ଜୀବନରେ ଘଟିବାକୁ ଥିବା କିଛି ଅଶୁଭ ଘଟଣା ପୂର୍ବରୁ କିଛି ସଙ୍କେତ ମିଳିଥାଏ। ତେବେ ଆସନ୍ତୁ ଆଜି କେତେକ ଅଶୁଭ ଶଙ୍କେତ ବିଷୟରେ ।
ଭଗବାନଙ୍କ ପ୍ରତି ଭକ୍ତି ଏବଂ ଆସ୍ଥା ରଖି ପ୍ରତ୍ୟେକ ମଣିଷ ପୂଜା କରନ୍ତି ଯାହା ସେମାନଙ୍କୁ ଆନ୍ତରିକ ଶକ୍ତି ପ୍ରଦାନ କରିଥାଏ ଏବଂ ମନୋବଳ ଦ୍ରୁଢ଼ କରିଥାଏ।
ଯଦି କୌଣସି ଘରେ ବାସ୍ତୁ ଦୋଷ ରହିଥିବ ତେବେ ଆପଣ ଯେତେ ପରିଶ୍ରମ କଲେ ବି ସଫଳତା ହାସଲ ହେବ ନାହିଁ । କାରଣ ବାସ୍ତୁ ଦୋଷ ହିଁ କୌଣସି ସଫଳ କାର୍ଯ୍ୟ କରିବାକୁ ଦିଏ ନାହିଁ ।
ବାସ୍ତୁ ଶାସ୍ତ୍ର ଅନୁସାରେ ଖାସକରି କିଛି ଜିନିଷ ରାତ୍ରି ସମୟରେ ନିଜ ଠାରୁ ଦୂରରେ ରଖିବାର ଉପଦେଶ ଦିଆ ଯାଇଛି । ରାତ୍ରି ସମୟରେ କିଛି ଜିନିଷ ଏମିତି ଅଛି , ଯାହାକୁ କି ଶୋଇବା ସମୟରେ ନିଜ ପାଖରେ ରଖିବା ଉଚିତ ନୁହେଁ ।
ସ୍କୁଲ୍ କଲେଜ୍, ଅଫିସ୍ ବା ଅନ୍ୟ କୌଣସି ଜରୁରୀ କାମ ପାଇଁ ସକାଳୁ ଯିବାର ଥିଲେ ଆପଣ ସକାଳୁ ଉଠି ଶୀଘ୍ର କାମ ସାରି ବାହାରି ଯାଆନ୍ତି। ସକାଳେ ପ୍ରାୟ ବହୁତ ଲୋକଙ୍କୁ ନିଜ ଶରୀର ପ୍ରତି ଧ୍ୟାନ ଦେବାକୁ ସମୟ ନ ଥାଏ।