Loading...

ବାସ୍ତୁ

ହୋଲି ପର୍ବରେ ଘରକୁ ଆଣନ୍ତୁ ଏହି ଜିନିଷ, ହେବ ଧନର ବର୍ଷା

ହୋଲି ପର୍ବରେ ଘରକୁ ଆଣନ୍ତୁ ଏହି ଜିନିଷ, ହେବ ଧନର ବର୍ଷା

ରଙ୍ଗର ପର୍ବ ହୋଲି ପିଲାମାନଙ୍କ ଠାରୁ ଆରମ୍ଭ କରି ବଡ ଲୋକମାନେ ସମସ୍ତେ ଖେଳିବାକୁ ପସନ୍ଦ କରିଥାନ୍ତି। କିଛି ଲୋକଙ୍କ ଘରେ ମଧ୍ୟ ହୋଲିକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇସାରିଛି। ନବବିବାହିତ ଦମ୍ପତିଙ୍କ ପାଇଁ ଏହି ଦିନ ବିଶେଷ ପୂଜାର ଆୟୋଜନ ମଧ୍ୟ କରାଯାଇଥାଏ।

ଆପଣାନ୍ତୁ ବାସ୍ତୁର ଏହି ଟିପ୍ସ, ଚମକି ଉଠିବ ଆପଣଙ୍କ ଭାଗ୍ୟ

ଆପଣାନ୍ତୁ ବାସ୍ତୁର ଏହି ଟିପ୍ସ, ଚମକି ଉଠିବ ଆପଣଙ୍କ ଭାଗ୍ୟ

ଆର୍ଥିକ ସୁଖ ସୁବିଧାର କାମନା ତ ସମସ୍ତେ କରିଥାନ୍ତି । କିନ୍ତୁ ଏହି ସୁଖ ସୁବିଧା କମ ଲୋକଙ୍କୁ ପ୍ରାପ୍ତି ହୋଇଥାଏ । ବେଳେ ବେଳେ ନିଜ କର୍ମରେ ହିଁ ଦୋଷ ରହିଯାଇଥାଏ ତ ପୁଣି ବେଳେ ବେଳେ ଆଖାପାଖର ବାତାବରଣରେ ଦୋଷ ରହିଥାଏ ।

ଦେବାଦେବୀଙ୍କୁ ପାନ ଅର୍ପଣ କଲେ ମିଳିଥାଏ ଶୁଭ ଫଳ, ଜାଣନ୍ତୁ କିପରି

ଦେବାଦେବୀଙ୍କୁ ପାନ ଅର୍ପଣ କଲେ ମିଳିଥାଏ ଶୁଭ ଫଳ, ଜାଣନ୍ତୁ କିପରି

ଘରେ ପୂଜା ପାଠ ସମୟରେ ପାନ ବ୍ୟବହାର ହେଉଥିବାର ଆପଣ ଜାଣିଥିବେ। ଅନେକ ଲୋକ ପାନ ଖାଇବାକୁ ମଧ୍ୟ ପସନ୍ଦ କରିଥାନ୍ତି। କିନ୍ତୁ ପୂଜା ବେଳେ ପାନ କାହିଁକି ବ୍ୟବହାର ହୁଏ ଆପଣ ଜାଣିଛନ୍ତି କି? ଆମ ଜୀବନରେ ପାନର ସ୍ୱତନ୍ତ୍ର ମହତ୍ତ୍ୱ ରହିଛି।

ଧନ ପ୍ରାପ୍ତି ପାଇଁ ବାସ୍ତୁ ଅନୁସାରେ ଘରେ ଲଗାନ୍ତୁ ଦର୍ପଣ

ଧନ ପ୍ରାପ୍ତି ପାଇଁ ବାସ୍ତୁ ଅନୁସାରେ ଘରେ ଲଗାନ୍ତୁ ଦର୍ପଣ

ଅଫିସ ହେଉ କିମ୍ୱା ଘର, ସବୁ ସ୍ଥାନରେ ଆମେ ଦର୍ପଣ ଖୋଜିଥାଉ। ଦର୍ପଣ ବିନା ଗୃହସ୍ଥ ଜୀବନ ଅଧୁରା ବୋଲି କହିଲେ ଚଳେ। ସାଧାରଣ ଜୀବନଚର୍ଯାରେ ଦର୍ପଣ ଆମ ପାଇଁ ଯେମିତି ଜରୁରୀ ଠିକ୍‌ ସେହିପରି ବାସ୍ତୁ ଶାସ୍ତ୍ରରେ ଏହାର ଏକ ବିଶେଷ ମହତ୍ତ୍ୱ ରହିଛି।

ଅସଫଳ କାମକୁ ସଫଳ କରେ ରୋଷେଇ ଘରେ ଥିବା ଏହି ଜିନିଷ

ଅସଫଳ କାମକୁ ସଫଳ କରେ ରୋଷେଇ ଘରେ ଥିବା ଏହି ଜିନିଷ

କ’ଣ ଆପଣ ଜାଣିଛନ୍ତି କି, ଆପଣଙ୍କ ରୋଷେଇ ଘରେ ଥିବା ଜିନିଷରେ ଆପଣଙ୍କ ଭାଗ୍ୟ ବଦଳିପାରେ। ଗୋଲମରିଚ ଏପରି ଏକ ଜିନିଷ ଯାହା ଆପଣଙ୍କ ସବୁ ଦୁଃଖ ଦୂର କରିବା ସହ ଘରେ ସୁଖ ସମୃଦ୍ଧି ଆଣି ଦେଇଥାଏ।

ପରିବାରରେ ସର୍ବଦା ଖୁସି ବଜାୟ ରଖିବା ପାଇଁ ଆପଣାନ୍ତୁ ଏହି ଉପାୟ

ପରିବାରରେ ସର୍ବଦା ଖୁସି ବଜାୟ ରଖିବା ପାଇଁ ଆପଣାନ୍ତୁ ଏହି ଉପାୟ

ପରିବାର ମଧ୍ୟରେ ଭଲ ପାଇବା ସୁଖମୟ ଜୀବନର ଆଧାର । ପ୍ରତ୍ୟେକ ଇଚ୍ଛା କରିଥାଆନ୍ତି ସେମାନଙ୍କ ପରିବାର ଏକାଠି ଓ ହସଖୁସିରେ ଜୀବନ ଅତିବାହିତ କରନ୍ତୁ। ବେଳେ ବେଳେ ଏପରି ଦେଖାଯାଏ ଯେ, ଛୋଟ ଛୋଟ କଥାରେ ଗୃହରେ କଳହ ହୋଇଥାଏ।

ବୋହୂକୁ ନୁହେଁ, ବାସ୍ତୁକୁ ଦିଅନ୍ତୁ ଦୋଷ

ବୋହୂକୁ ନୁହେଁ, ବାସ୍ତୁକୁ ଦିଅନ୍ତୁ ଦୋଷ

ପୁଅଝିଅଙ୍କ ବାହାଘର କରି ସେମାନଙ୍କ ସୁଖ ସଂସାର ଦେଖିବାକୁ ସବୁ ବାପାମା’ଙ୍କର ଇଚ୍ଛା ଥାଏ। ପୁଅ ଲାଗି ମନଲାଖି ଝିଅ ମିଳିଗଲେ, ନୂଆ ବୋହୂର କିପରି ସ୍ୱାଗତ କରାଯିବ, ସେଥିଲାଗି ସମସ୍ତେ ତତ୍ପର ହୋଇ ଉଠନ୍ତି।

ଆକ୍ୱାରିୟମ୍‌ରେ କେତୋଟି ମାଛ ରଖିଲେ କଟିବ ବାସ୍ତୁଦୋଷ ?

ଆକ୍ୱାରିୟମ୍‌ରେ କେତୋଟି ମାଛ ରଖିଲେ କଟିବ ବାସ୍ତୁଦୋଷ ?

ଘରେ ଆକ୍ୱାରିୟମ୍‌ ରଖିବା ଶୁଭ ବୋଲି କୁହାଯାଇଥାଏ। କିନ୍ତୁ ଆପଣ ଜାଣିଛନ୍ତି କି ଏଥିରେ କେତୋଟି ମାଛ ରଖିବା ଶୁଭ? ଫେଙ୍ଗସୁଇ ଅନୁସାରେ ଆକ୍ୱାରିୟମ୍‌ରେ ୮ଟି ମାଛ ରଖିଲେ ଶୁଭଫଳ ମିଳିଥାଏ।

>