ଆପଣାନ୍ତୁ ରାବଣଙ୍କର ଏହି ନୀତି ବର୍ଷିବ ଧନ
ପୁରାଣ ଶାସ୍ତ୍ରରେ ରାବଣକୁ ସବୁବେଳେ କୁବୁଦ୍ଧି ବା ମନ୍ଦବୁଦ୍ଧି ବୋଲି ବିବେଚନା କରାଯାଇଛି ।
Loading...
ପୁରାଣ ଶାସ୍ତ୍ରରେ ରାବଣକୁ ସବୁବେଳେ କୁବୁଦ୍ଧି ବା ମନ୍ଦବୁଦ୍ଧି ବୋଲି ବିବେଚନା କରାଯାଇଛି ।
ସକରାତ୍ମକ ଶକ୍ତି: ବିବାହ ପରେ ଅଧିକତମ ହିନ୍ଦୁ ମହିଳା ସବୁବେଳ ପାଇଁ ପିନ୍ଧିଥାନ୍ତି । ଏହାକୁ ପିନ୍ଧିବା ଦ୍ୱାରା ପାରମ୍ପରିକ କାରଣ ସମେତ ବୈଜ୍ଞାନିକ କାରଣ ବି ରହିଛି ।
ଘରୁ ବାସ୍ତୁଦୋଷ ଦୂର କରିବା ପାଇଁ ବିଭିନ୍ନ ପ୍ରକାରର ଜିନିଷର ବ୍ୟବହାର କରିବାକୁ କୁହାଯାଏ। ତା’ ମଧ୍ୟରୁ ଗୋଟିଏ ହେଉଛି ମୟୂର ପର। ତା’ହେଲେ ଆସନ୍ତୁ ଜାଣିବା ଘରେ ମୟୂର ପର ରଖିଲେ କ’ଣ ସବୁ ଫାଇଦା ମିଳେ।
ହିନ୍ଦୁ ପୂଜା ପଦ୍ଧତି ରେ ଶଙ୍ଖ ବଜାଇବାର ବିଧି ରହିଛି । ଶଙ୍ଖର ଧ୍ୱନି ଶୁଭତାର ପ୍ରତିକ ହୋଇଥାଏ । ଭଗବାନ ବିଷ୍ଣୁ ତାଙ୍କ ହସ୍ତରେ ଶଙ୍ଖ ଧାରଣ କରିଛନ୍ତି ।
ଧନପତି କୁବେର ରାଜା ହୋଇସାରିଲେଣି। ଏଣୁ ଏବେ ୩ ଟି ରାଶିର ଭାଗ୍ୟ ଚମକିବ। ଏବେ ଠାରୁ ୨୦୨୭ ମସିହା ପର୍ଯ୍ୟନ୍ତ ଏହି ରାଶିଙ୍କ ପ୍ରତି କୁବେରଙ୍କ ଆଶିର୍ବାଦ ବର୍ଷିବ।
ଆପଣମାନେ ସମସ୍ତେ ଜାଣିଥିବେ କି ଶନି ଗ୍ରହ ଏକ ବଡ ଗ୍ରହ । ଯଦି କୌଣସି ବ୍ୟକ୍ତିଙ୍କ ଉପରେ ଶନିଙ୍କ ଖରାପ ଦୃଷ୍ଟି ପଡେ ତାହାଲେ ସେହି ବ୍ୟକ୍ତିଙ୍କ ଜୀବନରେ ସମସ୍ୟା ଲାଗି ରହିଥାଏ ।
ଯଦି କୌଣସି ବ୍ୟକ୍ତିଙ୍କର ମଥାରେ କଳାଜାଇ ଅଛି, ତା’ହେଲେ ସେ ବୁଦ୍ଧିମାନ୍। ସେ କୌଣସି କଥାକୁ ବିନା ତର୍କରେ ଗ୍ରହଣ କରନ୍ତି ନାହିଁ। ତା’ ସହିତ ଏପରି ବ୍ୟକ୍ତିଙ୍କ ପାଖରେ କେବେ ଧନର ଅଭାବ ରହେ ନାହିଁ।
ବାସ୍ତୁଶାସ୍ତ୍ର ବିଶାରଦଙ୍କ ମତରେ କେବଳ ଲଙ୍କା ନୁହେଁ ଏଥିରେ ପ୍ରସ୍ତୁତ କିଛି ବ୍ୟଞ୍ଜନ ମଧ୍ୟ ଦାନ କରିପାରିବେ। କିନ୍ତୁ ମନେ ରଖନ୍ତୁ ଲଙ୍କାର ଅଧିକ ବ୍ୟବହାର କରିବା ଉଚିତ ନୁହେଁ। ଏହାକୁ ଆବଶ୍ୟକ ମାତ୍ରାରେ ବ୍ୟବହାର କରିବା ଦ୍ୱାରା ଗ୍ରହମାନଙ୍କ ସ୍ଥିତି ମଜବୁତ୍ ହୋଇଥାଏ।