Loading...

ରାଜନୀତି

୭ରେ ମହୁଆଙ୍କ ଉପରେ ଆସିବ ଚୂଡ଼ାନ୍ତ ରିପୋର୍ଟ

୭ରେ ମହୁଆଙ୍କ ଉପରେ ଆସିବ ଚୂଡ଼ାନ୍ତ ରିପୋର୍ଟ

ପାର୍ଲାମେଣ୍ଟରେ ପ୍ରଶ୍ନ ପଚାରିବା ପାଇଁ ଲାଞ୍ଚ ନେବା ଅଭିଯୋଗରେ ଟିଏମ୍‌ସି ଏମ୍‌ପି ମହୁଆ ମୋଇତ୍ରଙ୍କ ବିରୋଧରେ ଲୋକ ସଭା ଏଥିକ୍ସ କମିଟି ବୈଠକ ଆସନ୍ତା ୭ ତାରିଖରେ ବସିବ। ବୈଠକରେ ରିପୋର୍ଟ ଉପରେ ବିଚାର କରାଯାଇ ଗୃହୀତ ହେବ।

ଚିକତ୍ସା ପରେ ବି ମହେଶ୍ବର ମହାନ୍ତିଙ୍କ ସ୍ବାସ୍ଥ୍ୟବସ୍ଥାରେ ଆସୁନି ସୁଧାର

ଚିକତ୍ସା ପରେ ବି ମହେଶ୍ବର ମହାନ୍ତିଙ୍କ ସ୍ବାସ୍ଥ୍ୟବସ୍ଥାରେ ଆସୁନି ସୁଧାର

ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତି ଗୁରୁତର ଅସୁସ୍ଥ ହୋଇ ଭୁବନେଶ୍ବରସ୍ଥିତ କେୟାର ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଗତ ୨୪ ଘଣ୍ଟାରେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ କୌଣସି ସୁଧାର ଆସୁନାହିଁ।

ମହାପ୍ରଭୁଙ୍କ ଦର୍ଶନ କଲେ ଜମ୍ମୁ ଓ କାଶ୍ମୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା

ମହାପ୍ରଭୁଙ୍କ ଦର୍ଶନ କଲେ ଜମ୍ମୁ ଓ କାଶ୍ମୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା

ମହାପ୍ରଭୁଙ୍କ ଦର୍ଶନ କଲେ ଜମ୍ମୁ ଓ କାଶ୍ମୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା। ଗତକାଲି ସଂଧ୍ୟାରେ ପୁରୀରେ ପହଞ୍ଚିବା ପରେ ସେ ରାତି ପ୍ରାୟ ସାଢ଼େ ୮ଟାରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି।

ଜାନୁଆରି ୧୨ ତାରିଖରୁ ହୋମଯଜ୍ଞ ଆରମ୍ଭ ହୋଇ ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ କରିବେ ନବୀନ

ଜାନୁଆରି ୧୨ ତାରିଖରୁ ହୋମଯଜ୍ଞ ଆରମ୍ଭ ହୋଇ ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ କରିବେ ନବୀନ

ଜାନୁଆରି ୧୨ ତାରିଖରୁ ହୋମଯଜ୍ଞ ଆରମ୍ଭ ହୋଇ ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ।

ଆସନ୍ତା ୭ରେ କଟକ ସ୍ଥିତ ବିବାହ ପଞ୍ଜିକରଣ କାର୍ଯ୍ୟାଳୟରେ ହାଜର ହେବେ ତିର୍ତ୍ତୋଲ ବିଧାୟକଙ୍କ ଗାର୍ଲଫ୍ରେଣ୍ଡ ସୋମାଲିକା

ଆସନ୍ତା ୭ରେ କଟକ ସ୍ଥିତ ବିବାହ ପଞ୍ଜିକରଣ କାର୍ଯ୍ୟାଳୟରେ ହାଜର ହେବେ ତିର୍ତ୍ତୋଲ ବିଧାୟକଙ୍କ ଗାର୍ଲଫ୍ରେଣ୍ଡ ସୋମାଲିକା

ବିଧାୟକ ବିଜୟ ଶଙ୍କରଙ୍କ ବାନ୍ଧବୀ ସୋମାଲିକାଙ୍କୁ ନୋଟିସ୍ । କଟକ ସ୍ଥିତ ବିବାହ ପଞ୍ଜିକରଣ କାର୍ଯ୍ୟାଳୟ ପକ୍ଷରୁ ନୋଟିସ୍ ଜାରି କରାଯାଇଛି ।

ମାହାଙ୍ଗା ଡବଲ ମର୍ଡର ମାମଲା:  ପ୍ରତାପ ଜେନାଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନେବେନି ତଳକୋର୍ଟ

ମାହାଙ୍ଗା ଡବଲ ମର୍ଡର ମାମଲା: ପ୍ରତାପ ଜେନାଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନେବେନି ତଳକୋର୍ଟ

ମାହାଙ୍ଗା ଡବଲ୍ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କୁ ସାମୟିକ ଆଶ୍ୱସ୍ତି ମିଳିଛି । ଉକ୍ତମାମଲାରେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଉପରେ ହାଇକୋର୍ଟଙ୍କ ରୋକ୍‌ ଲଗାଇଛନ୍ତି ।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେଲେନି, ଚିଠି ଲେଖି ଜଣାଇଲେ ଅରବିନ୍ଦ କେଜ୍ରିଓ୍ବାଲ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେଲେନି, ଚିଠି ଲେଖି ଜଣାଇଲେ ଅରବିନ୍ଦ କେଜ୍ରିଓ୍ବାଲ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେବେନି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ଦିଲ୍ଲୀ ମଦନୀତି ମାମଲାରେ ତାଙ୍କୁ ଆଜି ହାଜର ହେବା ଲାଗି ନିର୍ଦ୍ଦେଶ ଦେଇଥିଲା ଇଡି ।

>